ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ ପିଡିୟକାଲ ଖବରକାଗଜ କୁ ବିଜ୍ଞାପନ ନେଇ ସୁଚନା ଓ ଲୋକ ସମ୍ପର୍କ ନିର୍ଦ୍ଧେଶକଙ୍କ ସହ ଆଲୋଚନା
ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ ପିଡିୟକାଲ ଖବରକାଗଜ କୁ ବିଜ୍ଞାପନ ନେଇ ସୁଚନା ଓ ଲୋକ ସମ୍ପର୍କ ନିର୍ଦ୍ଧେଶକଙ୍କ ସହ ଆଲୋଚନା
ପାରଳାଖେମୁଣ୍ଡି:୧୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଓଡିଶା ସରକାର ଅନୁଦାନ ପ୍ରାପ୍ତ ପିଡ଼ିଓକାଲ ଖବରକାଗଜ (ଓଗାପା) ପକ୍ଷରୁ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ ଙ୍କୁ ସାକ୍ଷାତ ଓ ଆଲୋଚନା କରି ସରକାର ତରଫରୁ ମିଳୁଥିବା ସମସ୍ତ ୫୨ ବାର୍ତାକୁ ସମସ୍ତ ପିରିୟଡ଼କାଲ ଖବରକାଗଜକୁ ଦେବା ସହିତ ଓ ଯେଉଁ ପିଡିଓକାଲ ଖବରକାଗଜ ମାନଙ୍କର ଡ଼ିଏଭିପିଅନୁମୋଦନ ପାଇଛନ୍ତି ସେମାନ ଙ୍କୁ ଡ଼ି ଏ ଭି ପି ଵିଜ୍ଞାପନ ଦର ଅନୁଯାୟୀ ଦିଆଯିବାପାଇଁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା.ଏହି ଦାବୀ ପତ୍ର କୁ ଗ୍ରହଣ କରି ଏହା ଉପରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ l ଏହାକୁ ଲାଗୁ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି.ସାକ୍ଷାତ ଆଲୋଚନା ସମୟରେ ଓଗାପା ର ଅଧକ୍ଷ ଓ ବିଶିଷ୍ଟ ସମ୍ଭାଦିକ ରବି ରଥ, ସଭାପତି, ସନତ ମିଶ୍ର,ଉପସଭାପତି ପ୍ରତ୍ୟୁମ ମହାନ୍ତି,ସେକ୍ରେଟାରୀ ସ୍ବଦେଶଚନ୍ଦ୍ର ଦାସ, ଜେନେରାଲ ସେକ୍ରେଟାରୀ ଡ଼ ଜୀବନ କୁମାର ଦୀକ୍ଷିତ, ରମାକାନ୍ତ ପରିଜା, ଓ ଚିତ୍ତରଞ୍ଜନ ଦାସ, ଶରତ ଚନ୍ଦ୍ର ଦାଶ, ପ୍ରଦ୍ୟୁମ୍ନ ମହାନ୍ତି, ସତ୍ୟ ନାୟକ,, ପ୍ରମୁଖ ଉପସ୍ଥିତ ଥିଲେ.

