Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Kalahandi Odisha

ମୋଡିଫାଏଡ୍ ସାଇଲେନ୍ସର ଉପରେ ଟାଉନ୍ ପୋଲିସର ଚଢ଼ାଉ: ୭ ବାଇକ୍ ଜବତ, ୮୦ ହଜାର ଜରିମାନା।

କଳାହାଣ୍ଡି,୩୦/୦୯ ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ା ପାଳନ ଲକ୍ଷ୍ୟରେ ଭବାନୀପାଟଣା...

ବେଆଇନ ମୋରମ ଉତ୍ତୋଳନ ଅଭିଯୋଗ ପରେ ଜେସିବି ଓ ୨ ଟ୍ରାକ୍ଟର ଜବତ।

କଳାହାଣ୍ଡି,୩୦/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତହସିଲ ଅନ୍ତର୍ଗତ ଡାଲଗୁମା ପଞ୍ଚାୟତ ଛିଲିପାମାଲ ଗ୍ରାମ ନିକଟରେ ବେଆଇନ ଭାବେ ମୋରମ...

ବାଇକ ଉପରେ ଚଢ଼ିଗଲା ଟ୍ରାକ୍ଟର, ମହିଳା ମୃତ,କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ।

କଳାହାଣ୍ଡି,୩୦/୦୯ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ଜାତୀୟ ରାଜପଥ ୨୬ ମୋଟେର ଛକ ନିକଟରେ ବୁଧବାର...

ମଦ ଦୋକାନ ସ୍ଥାନାନ୍ତର ନେଇ ବିଜେଡି ପକ୍ଷରୁ ପୋଲିସ ଓ ଅବକାରୀ ବିଭାଗ କୁ ଦାବିପତ୍ର।

କଳାହାଣ୍ଡି,୩୦/୦୯ କଳାହାଣ୍ଡି ଜିଲ୍ଲା ଧର୍ମଗଡ ସରକାରୀ ବସଷ୍ଟାଣ୍ଡ ଓ କେନ୍ଦ୍ରୀୟ ବିଦ୍ୟାଳୟ ଯିବା ରାସ୍ତାରେ ଥିବା ବିଦେଶୀ ମଦ ଦୋକାନ...

ବିଜେଡିର ପୂର୍ବତନ ସଭାପତି ପ୍ରଦୀପ ବେହେରାଙ୍କ ପରଲୋକ: ଅଞ୍ଚଳରେ ଶୋକର ଛାୟା।

କଳାହାଣ୍ଡି,୩୦/୦୯ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜେଡିର ପୂର୍ବତନ ବ୍ଲକ ସଭାପତି ତଥା ବିଶିଷ୍ଟ ରାଜନେତା ପ୍ରଦୀପ ବେହେରାଙ୍କ ପରଲୋକ...

ଡେଙ୍ଗାଗୁଡା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କ ଯୋଗଦାନ।

କଳାହାଣ୍ଡି,୩୦/୦୯ କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧିନସ୍ଥ ମହିମା ପଞ୍ଚାୟତ ଡେଙ୍ଗାଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ଧରି...

ଜୟପାଟଣା ବ୍ଲକରେ ଶିକ୍ଷକମାନଙ୍କୁ ପଦୋନ୍ନତି, ଶିକ୍ଷା ମହଲରେ ଖୁସିର ଲହରୀ।

କଳାହାଣ୍ଡି,୩୦/୦୯ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବହୁ ସହକାରୀ...

ହୋଟେଲ ଓ ଜଳଖିଆ ଦୋକାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ

କଳାହାଣ୍ଡି,୨୯/୦୯-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଓ ବିଶ୍ୱନାଥପୁରର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନରେ ଆଜି ଜିଲ୍ଲା ଖାଦ୍ୟ...

ମେଗାଲିଫ୍ଟ କେନାଲ ରୁ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ।

କଳାହାଣ୍ଡି,୨୯/୦୯ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଦେଇ ଯାଇଥିବା ଉଠା ଜଳସେଚନ (ମେଗାଲିଫ୍ଟ) କେନାଲ ରୁ ମଙ୍ଗଳବାର...

ଲାଞ୍ଜିଗଡ଼ରେ ନକଲି ୫୦୦ ଟଙ୍କିଆ ନୋଟ ଜବତ

କଳାହାଣ୍ଡି ,୨୯/୦୯ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଏକ ପେଟ୍ରୋଲ ପମ୍ପରୁ ଦୁଇଗୋଟି ନକଲି ୫୦୦ ଟଙ୍କିଆ ନୋଟ ଜବତ ହୋଇଛି।...

ବିରି ମୁହାଁଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଙ୍କ ଯୋଗଦାନ।

କଳାହାଣ୍ଡି,୨୯/୦୯ କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧିନସ୍ଥ ଆମପାଣି ପଞ୍ଚାୟତର ଉପାନ୍ତ ଅଞ୍ଚଳ ରେ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ...

ଟ୍ରକରେ ଗଞ୍ଜେଇ ଲୋଡ଼ିଂ ବେଳେ ମାଡ଼ିବସିଲା ପୁଲିସ : ୨୬୫ କି.ଗ୍ରା ଗଞ୍ଜେଇ ସହିତ ଟ୍ରକ ଓ ୨ଟି ବାଇକ ଜବତ : ୪ କୋର୍ଟଚାଲାଣ

କଳାହାଣ୍ଡି,୨୮/୦୯-ଜଙ୍ଗଲ ଭିତରେ ଏକ ଟ୍ରକରେ ଲୋଡ଼ିଂ ହେଉଥିଲା ଗଞ୍ଜେଇ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା...