News from Baleswar Odisha
ଜୁଏଲାରୀ ମାଲିକଙ୍କ କାର୍କୁ ଫାୟାରିଂ, ବାଇକ ଛାଡ଼ି ଫେରାର ହେଲେ ଦୁର୍ବୁତ୍ତ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର କୁପାରୀ ବଜାରରେ ଜୁଏଲାରୀ ମାଲିକଙ୍କ କାର୍ ଉପରକୁ ଗୁଳିମାଡ଼ ଘଟଣା ଚାଞ୍ଚଲ୍ୟ ସୃଷ୍ଟି...
ବାଲେଶ୍ୱରରେ ବଡ଼ ଡକାୟତି: ତାଲା ଭାଙ୍ଗି ଲୁଟିନେଲେ ୨୦ ଲକ୍ଷର ସୁନା-ରୁପା ଅଳଙ୍କାର ସହ ୮୦ ହଜାର ଟଙ୍କା
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଲୁଟେରା। ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା | ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା...
ଜନ୍ମଦିନର ସରପ୍ରାଇଜ୍ ସାଜିଲା ଶେଷ ଯାତ୍ରା: ପରକୀୟା ସନ୍ଦେହରେ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ, ସ୍ତ୍ରୀ ଓ ପ୍ରେମିକଙ୍କ ଭୂମିକା ତଦନ୍ତରେ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ସ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କୁ ସରପ୍ରାଇଜ୍...
ଋଣ ସବସିଡି ଟଙ୍କା ହଡ଼ପ ଅଭିଯୋଗ, ବିଷ ବୋତଲ ଧରି ବ୍ୟାଙ୍କ୍ ଆଗରେ ମହିଳାଙ୍କ ଆତ୍ମହତ୍ୟା ଧମକ
ବାଲେଶ୍ୱର ଜିଲ୍ଲା ଭୋଗରାଇର ଚନ୍ଦନେଶ୍ୱରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଜଣେ ମହିଳା ବିଷ ବୋତଲ ଧରି ଆତ୍ମହତ୍ୟା କରିବାକୁ...
ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ କାବୁ କଲେ ଲୋକେ
ବାଲେଶ୍ୱର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ସଦର ଥାନା...
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ଡିଭାଇଡରକୁ ପିଟି ଡ୍ରାଇଭର ମୃତ; ୨୦ରୁ ଅଧିକ ଆହତ
ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଭୋର ସମୟରେ ଏକ ତୀର୍ଥଯାତ୍ରୀ ବସ୍...
ଆକ୍ରମଣ ଘଟଣାର ନ୍ୟାୟ ପାଇଁ ସାଇକେଲରେ ୧୫କି.ମି ପର୍ଯ୍ୟନ୍ତ ବୁହାହେଲା ମୃତଦେହ
ବାଲେଶ୍ୱର, ୧୨ | ୫ : ସୀମା ବିବାଦକୁ କେନ୍ଦ୍ର କରି ଦୁଇ ପଡୋଶୀଙ୍କ ମଧ୍ୟରେ ବିବାଦ ଏବଂ ପରେ...
ତଣ୍ଟି କାଟି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୁତ୍ତ; ପୋଲିସର ତଦନ୍ତ ଆରମ୍ଭ
ବାଲେଶ୍ଵର, ୨୪|୩ : ଯୁବକଙ୍କ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ | ଆଜି ବାଲେଶ୍ଵର ସହଦେବଖୁଣ୍ଟା...
ଡିଭାଇଡ଼ରକୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ; ଘଟଣାରେ ୨ ମୃତ
ସୋର,୧୯।୩: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲ...
ରାସ୍ତାକଡରୁ ମିଳିଲା ସରକାରୀ ଔଷଧ ; ରୋଗୀଙ୍କୁ ନ ଦେଇ , ତାରିଖ ଥାଇ ଫିଙ୍ଗିଦେଲେ ମାଗଣା ଔଷଧ
ବାଲେଶ୍ଵର;୧୧|୧୨: ସରକାର ରୋଗରୁ ମୁକ୍ତ ରହିବାପାଇଁ ବିଭିନ୍ନ ପ୍ରକାରର ଯୋଜନା କରିବା ସହିତ ଲୋକଙ୍କୁ ମାଗଣା ଔଷଧ ମଧ୍ୟ ଦେଉଛନ୍ତି...
ଅଢେଇ ଅକ୍ଷର ପ୍ରେମରେ ଲାଗିଗଲା ଦାଗ ; ଅମରଙ୍କ ପ୍ରେମ ଜାଲରେ ଫସିଗଲେ ସେଜଲ
ବାଲେଶ୍ଵର;୩୦|୧୧: ଅଢ଼େଇ ଅକ୍ଷର ପ୍ରେମରେ ଲାଗିଗଲା ଦାଗ | ପ୍ରେମ ପାଇଁ ଆମେରିକା ଛାଡିଲେ ସେଜଲ | ସାତସମୁଦ୍ର ପାର୍...
ରୋଗୀ ଦେଖୁ ଦେଖୁ ଚାଲିଗଲା ଜୀବନ; ହୃଦଘାତ ନେଲା ଡାକ୍ତରଙ୍କ ଜୀବନ
ବାଲେଶ୍ୱର;୧୫|୧୧: ଡାକ୍ତରୀ କ୍ଷେତ୍ରରେ ଏକ ଅଭାବନୀୟ ଘଟଣା ଘଟିଛି | ଯାହା ସମସ୍ତଙ୍କୁ ଚକିତ କରିବା ସହିତ ଶୋକର ଛାୟା...
