Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News From Balangir Odisha

ପାଟଣାଗଡ଼ରେ ଅଭାବନୀୟ ଘଟଣା: ଚାଷ ଜମି ପୋଖରୀରୁ ଯୁବକଙ୍କ ନିଖୋଜ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ।

ବଲାଙ୍ଗୀର,୧୨।୧୦:ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଲରମ୍ଭା ଥାନା ଗୋଏଲପିଟା ଗାଁରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ଗାଁର...

ପ୍ରତିଶ୍ରୁତି ଭଙ୍ଗ ଅଭିଯୋଗ: ବଲାଙ୍ଗୀରରେ ଅଙ୍ଗନବାଡ଼ି କର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଆନ୍ଦୋଳନ ଚେତାବନୀ ।

ବଲାଙ୍ଗୀର,୧୨।୧୦: ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ନହେବା ଏବଂ ବୟସ ସୀମା ହ୍ରାସ ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲାରେ ଅଙ୍ଗନବାଡ଼ି...

କଣ୍ଟାବାଞ୍ଜିରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ।

ବଲାଙ୍ଗୀର,୧୨।୧୦:ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ଝାଙ୍କରପଡ଼ାରେ ଏକ ଅଭାବନୀୟ ତଥା ରହସ୍ୟଜନକ ଘଟଣା ସାମ୍ନାକୁ...

ବଞ୍ଚିଥିଲା ବେଳେ ମିଳିଲାନି ସରକାରୀ ସହାୟତା, ମରିଗଲା ପରେ ପ୍ରଶାସନର କୁମ୍ଭୀର କାନ୍ଦଣା! ଜରାଜୀର୍ଣ୍ଣ ତାଳଘରୁ ଉଠିଲା ଅସହାୟା ତ୍ରିପୁରାଙ୍କ ଶବ ।

ବଲାଙ୍ଗୀର,୧୨।୧୦: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦଙ୍କ ଦୁର୍ଦ୍ଦଶାଭରା ଜୀବନ...

ଭକ୍ତି ଓ ଲୋକ ସଂସ୍କୃତିର ଅନନ୍ୟ ସଂଗମ: ସିନ୍ଧେକେଲାରେ ମାଆ ଦ୍ୱାରସେନୀ ଓ ବୁଢ଼ାରଜାଙ୍କ ଦିବ୍ୟ ବିବାହ ତଥା ‘ଡେଙ୍ଗ ସର୍ଗୀ ଯାତ୍ରା’ ଅନୁଷ୍ଠିତ ।

ବଲାଙ୍ଗୀର,୧୨।୧୦: ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ଅଧ୍ୟାୟ ଭାବେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ସିନ୍ଧେକେଲା ଅଧିଷ୍ଠାତ୍ରୀ ଦେବୀ...

ବଲାଙ୍ଗୀର: ଦେଓଗାଁରେ ଭାରସାମ୍ୟ ହରାଇ ଜଙ୍ଗଲ ଭିତରକୁ ପଶିଲା ଟମାଟୋ ବୋଝେଇ ଟ୍ରକ୍; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର ।

ବଲାଙ୍ଗୀର,୧୨।୧୦: ବଲାଙ୍ଗୀର ଜିଲ୍ଲା ଦେଓଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଦେଓଗାଁ ବିଜୟାନନ୍ଦ ଚିନିକଳ କଲୋନୀ ବୁଲାଣି...

ବଲାଙ୍ଗିରରେ ଅଘରିଆ ସମାଜର ନୂଆଁଖାଇ ଭେଟ୍-୨୦୨୬: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ରୀୟ ନେତୃବୃନ୍ଦ, ରାଜ୍ୟ ମନ୍ତ୍ରୀ ଓ ବିଧାୟକ

ବଲାଙ୍ଗିର,୧୧।୧୦: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ପ୍ରୀତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତାକୁ ନେଇ ଆଜି ବଲାଙ୍ଗିର ସ୍ଥିତ କୋଶଲ କଳା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବେଦାନ୍ତ ଗାଡ଼ି ଧକ୍କାରେ ସ୍କୁଟି ଆରୋହୀ ମହିଳା ମୃତ, ସ୍ୱାମୀ ଗୁରୁତର ।

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର-ଟିଟଲାଗଡ଼ ୫୯ ନଂ ରାଜ୍ୟ ରାଜପଥର ମୁଖ୍ୟ ରାସ୍ତାର ରତାଖଣ୍ଡି ଛକ ନିକଟରେ ଏକ ମର୍ମନ୍ତୁଦ...

ସଡ଼କ ଦୁର୍ଘଟଣା: ସ୍କୁଟି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି ।

ବଲାଙ୍ଗୀର,୧୧।୧୦: ବଲାଙ୍ଗୀର ଜିଲ୍ଲା ବୀଜାଖମନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ସ୍କୁଟି ଧକ୍କାରେ...

ଚଳନ୍ତା ୧୦୮ ଆମ୍ବୁଲାନ୍ସରେ ଦେଖାଗଲା ମାନବତାର ଅପରୂପ ଚିତ୍ର: ଫାର୍ମାସିଷ୍ଟଙ୍କ ସାହସ ଓ ତତ୍ପରତାରୁ ସୁରକ୍ଷିତ ପ୍ରସବ, ମା’ ଓ ନବଜାତ ଶିଶୁ ସୁସ୍ଥ ।

ବଲାଙ୍ଗୀର,୧୧।୧୦: ଜରୁରୀକାଳୀନ ସେବାରେ ମାନବତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ...

ପାଟଣାଗଡ଼ରେ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ବାଇକ୍ ଲୁଟ୍ ଘଟଣା: ୪ ଗିରଫ, କୋର୍ଟ ଚାଲାଣ ।

ବଲାଙ୍ଗୀର,୧୦।୧୦: ପାଟଣାଗଡ଼ ଥାନା ଅନ୍ତର୍ଗତ ବନେଇମୁଣ୍ଡା ନିକଟରେ ଜଣେ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ନଗଦ ଟଙ୍କା...

ସର୍ଟ ସର୍କିଟ୍‌ରୁ ଜଳିଗଲା ଟ୍ରକ୍: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ନାବାଳକ ପୁଅ ।

ବଲାଙ୍ଗୀର,୧୦।୧୦: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ତଥା ମୁରିବାହାଲ ବ୍ଲକ ଅନ୍ତର୍ଗତ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ସିରୋଲ...