Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ ଟାୟାର ଫାଟି ବ୍ରିଜ ତଳକୁ ଖସି ପଡିଲା ଟ୍ରକ

କଳାହାଣ୍ଡି,୦୨/୧୦-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା- ଥୁଆମୂଳ ରାମପୁର ରାସ୍ତା ଫୁରଲିଝରଣ ନିକଟରେ ଟାୟାର ଫାଟିଯିବାରୁ ଏକ ଟ୍ରକ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଛି l ଦୁର୍ଘଟଣା ସମୟରେ ଟ୍ରକରେ ଡ୍ରାଇଭର ଏବଂ ହେଲ୍ପର ଥିବାବେଳେ ଜଣେ ଲୋକଙ୍କୁ ଲୋକେ ଉଦ୍ଧାର କରାଯାଇଛି ! ଆଉ ଜଣେ ଗାଡ଼ି ତଳେ ଚାପି ହୋଇ ରହିଛନ୍ତି l ଲୋକେ ପୋଲିସକୁ ଖବର ଦେବା ସହିତ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories