Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଡାଠାରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

କଳାହାଣ୍ଡି,୦୭/୧୦-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମପଞ୍ଚାୟତ ସ୍ଥିତ ବେଲଗୁଡା ଗ୍ରାମଠାରେ ମାଁ ଲଙ୍କେଶ୍ଵରୀ କ୍ଲବ ତରଫରୁ ଏକଦିବସୀୟ ଫୁଟବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି l ଆଜିର ଏହି ପ୍ରତିଯୋଗିତା ଗୌଡ଼ଛେଣ୍ଡିଆ ବନାମ ବ୍ରାହ୍ମଣୀଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ! ଏଥିରେ ଗୌଡ଼ଛେଣ୍ଡିଆ ଦଳ ୧ – ୦ ଗୋଲରେ ବିଜୟୀ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶିବ ହାତୀ, ମୁଖ୍ୟ ବକ୍ତା ଭାବରେ ସୀମାଞ୍ଚଳ ନାଗ, ସମ୍ମାନୀୟ ଅତିଥି ଭାବରେ ଦେବେନ୍ଦ୍ର ଦୁର୍ଗା, ମହେଶ୍ଵର ନାଗ, ରଘୁନାଥ ଶବର, ରାମଚନ୍ଦ୍ର ଶବର ଏବଂ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ l