Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସଂପାଦିକା ହେଲେ ସୁକାନ୍ତୀ ସରାଫ

କଳାହାଣ୍ଡି,୧୯/୧୦-ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ପୂର୍ବତନ ମହିଳା କଂଗ୍ରେସ ନେତ୍ରୀ ସୁକାନ୍ତୀ ସରାଫଙ୍କୁ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ମନୋନୀତ କରାଯାଇଛି l କଳାହାଣ୍ଡିରେ କଂଗ୍ରେସ ଦଳର ସାଂଗଠନିକ ଦାୟିତ୍ବ ସୁଚାରୁ ରୂପେ ତୁଲାଇ ଆସୁଥିବା ସୁକାନ୍ତୀଙ୍କୁ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସଂପାଦିକା ଭାବେ ଘୋଷଣା କରାଯିବା ପରେ ତାଙ୍କ ସମର୍ଥକ ମହଲରେ ଖୁସିର ଲହରୀ ଖେଳିଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ