Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା ତରଫ ରୁ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଛ ମାଧ୍ୟମିକ ବିଦ୍ୟାଳୟ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,ଏହି କାର୍ଯ୍ୟକ୍ରମ ର ଆରମ୍ଭ ରେ ବିଜେଡି ଯୁବନେତା ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ କ୍ରୀଡା ବିଷୟ ରେ ନିଖୁଣ ଭାବେ ବୁଝାଇଥିଲେ ତାସହ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ର ମନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ କିଭଳି ସହଯୋଗ କରିବା ସହ ମାଗଣା ରେ ଉଛ ଶିକ୍ଷା ରେ ସହଯୋଗ କରୁଛନ୍ତି ସେ ବିଷୟରେ ଅବଗତ କରାଇଥିଥିଲେ, ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ଶ୍ରୀ ପାଣିଗ୍ରାହୀ ଙ୍କ ଆଦର୍ଶ କୁ ଅନୁପ୍ରାଣିତ ହୋଇଥିଲେ ,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁମ୍ମା ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀମତୀ ସୁନେମି ମଣ୍ଡଳ ,ମୁଖ୍ୟ ବକ୍ତା ଭାବେ ଯୁବ ନେତା ଇଂଜିନିଅର ରୁପେଶ ପାଣିଗ୍ରାହୀ,ସଂମାନିତ ଅତିଥି ଭାବେ ଗୁମ୍ମା ବ୍ଲକ ସମିତି ଉପାଧ୍ୟାକ୍ଷ ଏସ.ଶ୍ରୀନିବାସରାଓନୋଡାଲ ଅଫିସର ରବୀନ୍ଦ୍ର ପାଣିଗ୍ରାହୀ,ବିଦ୍ୟାଳର ଅଧକ୍ଷ ମନୋଜ କୁମାର ପଟନାୟକକ୍ରୀଡା ଶିକ୍ଷକ ଓ ବିଦ୍ୟାଳୟ ର କର୍ମକର୍ତ୍ତା ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ଶେଷ ରେ ଇତିହାସ ଅଧ୍ୟାପକ ସୀତାରାମ ପ୍ରଧାନ ଧନ୍ୟବାଦ ଜଣାଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories