Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାଣିମୁଣ୍ଡାଠାରେ ଧାନମଣ୍ଡି ଉଦଘାଟିତ : ପ୍ରଥମ ଦିନରେ ଉଠିଲା ୪୦୦ କ୍ୱିଣ୍ଟାଲ ଧାନ

କଳାହାଣ୍ଡି,୧୭/୧୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସିକେରକୁପା ସମବାୟ ସମିତି ଅନ୍ତର୍ଗତ ପାଣିମୁଣ୍ଡାଠାରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଭବାନୀପାଟଣା ଏଆରସିଏସ କାର୍ଯ୍ୟାଳୟ ଅଧିକାରୀ ଅକ୍ଷୟ ଦାସ, ସୁଶୀଲ କୁମାର ସାହୁ, ସିକେରକୁପା ସମବାୟ ସମିତିର ସଭାପତି ଡମ୍ବରୁଧର ମାଝୀ, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ସମିତି ନିର୍ଦ୍ଦେଶକ ଚନ୍ଦ୍ରଶେଖର ମହାପାତ୍ର, ନିରଞ୍ଜନ ପାତ୍ର, ସମାଜସେବୀ ପ୍ରସନ୍ନ କୁମାର ପରିଡା, ସୁବନ ଭୋଇ, ସମିତିର ସଂପାଦକ ପ୍ରହଲ୍ଲାଦ ସାହୁ, ଆରଏମସି କର୍ମଚାରୀ ନୃପରାଜ ଗଉଡ଼, ମିଲର୍ସ ଏଜେଣ୍ଟ ଦିଲୀପ ଭୋଇ, ରଞ୍ଜିତ ପଧାନ, ଭକ୍ତ ମୋହନ ସାହୁ, ଚାଷୀ ବିଘ୍ନରାଜ ଭୋଇ, ଶ୍ୟାମସୁନ୍ଦର ପଧାନ, ବିଶ୍ୱନାଥ ପଧାନ, ବାବୁଲାଲ ଭୋଇ, ସୁନନ୍ଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ମଣ୍ଡି ଉଦଘାଟନର ପ୍ରଥମ ଦିନରେ ଚାଷୀଙ୍କର ୪୦୦ କ୍ୱିଣ୍ଟାଲ ଧାନ ଉଠିଥିବା ଜଣାପଡିଛି।