Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଷାଣୀ ବ୍ଲକ ଲୀଙ୍ଗିପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ସିବିଏସିଇ ପରୀକ୍ଷାର ଛାତ୍ରୀ ଶ୍ରୀପୂର୍ଣ୍ଣl ସତରୂପା ଙ୍କ ସଫଳତା

ପାରଳାଖେମୁଣ୍ଡି:୧୫/୫(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଲିଙ୍ଗିପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ ଶ୍ରୀପୂର୍ଣା ସତରୁପା ଦଳାଇ ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷାରେ ଶତକଡା ୯୩.୬ ପ୍ରତିଶତ ମାର୍କ ରଖି ସ୍କୁଲକୁ ସଫଳତା ଆଣି ଦେଇଥିବାରୁ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶ୍ରୀପୂର୍ଣ୍ଣl ଙ୍କୁ ଅଭିନନ୍ଦନ ଜଣାଇଥିଲେ l ତାଙ୍କର ଏହି ସଫଳତା ପାଇଁ ପିତା ଜଗନ୍ନାଥ ଦଳାଇ ମାତା ଶିକ୍ଷୟତ୍ରୀ ସସ୍ମିତା କୁମାରୀ ଜେନା ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦିଗ ଦର୍ଶନ ଓ ଅବଦାନ ବୋଲି ଶ୍ରୀ ପୂର୍ଣ୍ଣl କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ