Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଛାଡିଲେ ଛାତ୍ରନେତା ଦେବାଶିଷ ରଞ୍ଜନ ବିଶି

କଳାହାଣ୍ଡି, ୨୭/୦୬-ଦୀର୍ଘ ବର୍ଷ ଧରି ବିଜେଡି ଛାତ୍ରନେତା ଭାବେ ବିଭିନ୍ନ ପଦପଦବୀ ସହିତ ବିଜୁ ଛାତ୍ର ଜନତା ଦଳର ବଲାଙ୍ଗୀର ଜୋନ ଉପସଭାପତି ଦାୟିତ୍ୱରେ ଥିବା ଦେବାଶିଷ ରଞ୍ଜନ ବିଶି ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ନବୀନ ପଟନାୟକ ଓ ଦଳର ବଲାଙ୍ଗୀର ଜୋନ ସଭାପତି ଚିରାଗ ସିଂହଦେଓଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ନିଜ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଉଥିବା ନେଇ ଉଲ୍ଲେଖ କରିଛନ୍ତି। ଶ୍ରୀ ବିଶିଙ୍କ ଇସ୍ତଫା ପରେ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ