Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଫୋଟ ଗ୍ରାଫର ସଂଘ ତରଫରୁ ପ୍ରସାଦ ବଣ୍ଟନ

ପାରଳାଖେମୁଣ୍ଡି:୧୭/୭( ଗରୁଡ଼ ଧ୍ୱଜ ଚୌଧୁରୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଫୋଟ ଗ୍ରାଫର ସଂଘ ତରଫରୁ ଆଜି ପ୍ରସାଦ ବଣ୍ଟନ କାଯ୍ୟକ୍ରମ ହୋଇଯାଇ ଛି. ପବିତ୍ର ହରି ଶୟନ ଏକାଦଶୀ ତିଥିରେ ଫୋଟ ଗ୍ରାଫରମାନେ ତିନି ରଥାରୂଢ ତିନି ଠାକୁରଙ୍କୁ କେଶରୀ ହଲୱା ପ୍ରସାଦ ସମର୍ପଣ କରି 1 ହଜାରରୁ ଉର୍ଦ୍ଧ ପ୍ରସାଦ ବାଣ୍ଟି ଥିଲେ. ଏହି କାର୍ଯ୍ୟକ୍ରମର ସଂଘର ଦିଲେଶ୍ଵର ରାଓ, ଶିବା, ଅମର, ବେଣୁ, ଜଗଦିଶ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ.