Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପୁର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୬/୯(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଶୈଳମ୍ କଲ୍ୟାଣ ମଣ୍ଡପ ଠାରେ ପାରଳାଖେମୁଣ୍ଡି ଶାଖା ସଭାପତି ଶ୍ରୀ ସିଦ୍ଧେସ୍ୱର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି, ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସଚିବ ଶ୍ରୀ ଦଣ୍ଡ ପାଣି ମହାପାତ୍ର ଯୋଗ ଦେଇଥିଲେ, ସମ୍ପାଦିକା ଶ୍ରୀମତି ତନୁଜା ଶତପଥି,ଉପସଭାପତି ଶ୍ରୀ ହୋରିମୋହନ ପଟନାୟକ, ଡ ଭାରତୀ ପାଣିଗ୍ରାହୀ, ଶ୍ରୀ ଭାଗବତ ପାଢ଼ୀ , ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହିତ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ମ କେମିତି କରାଯିବ ସେ ବିଷୟ ରେ ଆଲୋଚନା ହୋଇଥିଲା, ଦୁଇଦିନିଆ କର୍ମଶାଳା କେମିତି ଭାବରେ ହେବ, ଷ୍ଟେଜ, ଖାଇବା ରହିବା ପ୍ରତ୍ୟେକ ବିଷୟ ରେ ଆଲୋଚନା ହୋଇଥିଲା ଶେଷରେ ଲିଙ୍ଗରାଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l