Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଷାଣୀ ବ୍ଲକ କୁଡୁଡ଼ା ଗ୍ରାମରେ ଗଜାନନଙ୍କ ଲଡ଼ୁ ୮୦ ହଜାର ୨୦୦ ଟଙ୍କାରେ ନିଲାମ ହେଲା

ପାରଳାଖେମୁଣ୍ଡି:୨୦/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣି ବ୍ଲକ କୁଡୁଡା ଗ୍ରାମବାସୀଙ୍କ ପକ୍ଷରୁ ଧୂମଧାମରେ ଗଣେଶଙ୍କ ପୂଜା ସମାପିତ ହୋଇଯାଇଛି।ଗଜାନନ ଙ୍କ ପୂଜା ଆରମ୍ଭ ଦିନ ଠାରୁ ବିସର୍ଜନ ପର୍ଯ୍ୟନ୍ତ ରଙ୍ଗାରଙ୍ଗ ଆଲୋକମାଳାରେ ଭକ୍ତିପୂତ ଭାବେ ପୂଜାର୍ଚ୍ଚନା ହୋଇଆସୁଥିଲା.ଏହି ପୂଜାରେ ଗଜାନନଙ୍କ ଭୋଗଲାଗି ରଖାଯାଇଥିବା ଲଡୁ ୮୦ହଜାର ୨୦୦ ଟଙ୍କାରେ ନିଲାମ ହୋଇଥିବାର ଜଣାଯାଇଛି.ଗ୍ରାମର ବିଜୟ ସ୍ବାଇଁ ଏହି ଲଡୁ କ୍ରୟ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ