Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଶା ଅବସରପ୍ରାପ୍ତ ସରକାରୀ ସଂଘ ,ଗଜପତି ଆନୁକୁଲ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି:୯/୨୬(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ପୂର୍ବାହ୍ନରେ ସ୍ଥାନୀୟ ଓଡ଼ିଶା ଅବସର ପ୍ରାପ୍ତ ସରକାରୀ ସଂଘ, ଗଜପତି ତରଫରୁ ରାଜ୍ୟ ଓ ଜାତୀୟ ସ୍ତରକୁ ମାନନୀୟ ମୁଖ୍ୟ ମନ୍ତ୍ରୀଙ୍କୁ ଏବଂ ମାନନୀୟ ପ୍ରଧାନ ମନ୍ତ୍ରୀ ଦୁହିଁଙ୍କୁ ଜିଲ୍ଲାପାଳ ବିଜୟ କୁମାର ମିଶ୍ର ଙ୍କୁ ଅର୍ପଣ କରାଯାଇଥିଲା। ନୂଆ ପେନସନ ଲାଗୁ ହେବା ସ୍ବାସ୍ଥ୍ୟ ମାଗଣା ସେବା, ବୟସ୍କଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେବା ସଂପର୍କରେ ଦେବା ପ୍ରଭୃତି ଏହି ପେନସନ ହିତାଧିକାରୀ ଲେଖି ଅବଗତ କରେଇଥିଲେ। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, ମୁଖ୍ୟମନ୍ତ୍ରୀ ଭୋଗୀଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ସମାନ ରଖିବାକୁ ନିବେଦନ କରାଯାଇଛି। ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଶ୍ଵିନୀ ପାଢ଼ୀ,ବିଚିତ୍ରାନନ୍ଦ ବେବର୍ତ୍ତା , ଏଙ୍କେଟି ପାତ୍ର,ସୁରେଶ ବେହେରା।ଅଶୋକ ଦାସ,ସୁରେଶ ଦାସ,ଗୋପାଳ ଅଧିକାରୀ, ସଚିଦା ନନ୍ଦ ସାମଲ, କଳନ୍ସ ଗୌଡ଼, ସୁରେନ୍ଦ୍ର ରଥ, ହରି ମୋହନ ପ୍ରଭୃତି ଯୋଗଦେଇ ଥିଲେ

More Stories