Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଷ୍ଠପ୍ରହରୀ ନାମ ସଙ୍କୀର୍ତ୍ତନ ରେ ହାଇଟେକ ଗ୍ରୁପର ଅଧକ୍ଷ ତିରୁପତି ପାଣଗ୍ରାହୀ ଙ୍କ ଯୋଗଦାନ

ପାରଳାଖେମୁଣ୍ଡି:୧୩/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବାଡ଼ି ଗାଁରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ କରଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ହାଇଟେକ ଅଧକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଯୋଗଦେଇଥିଲେ ତାହାସହ ଭକ୍ତ ମାନଙ୍କ ସହ ପରିକ୍ରମା କରି ନୃତ୍ୟ ପରିବେଷଣ କରିଥିଲେ ଏଥିରେ ହାଇଟେକ ଅଧକ୍ଷଙ୍କ ସହ ଜିଲ୍ଲାପରିଷଦ ଅଧକ୍ଷ ଜି. ତିରୁପତି ରାଓ, କାଶୀନଗର ଅଧକ୍ଷା ବଲାସାଇଆମ୍ମା ସମେତ ଯୋଗଦେଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ