Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ବାରଟାମ୍ ସପିଙ୍ଗ ମଲକୁ ବିଧାୟକ ରୁପେଶ ପାଣିଗ୍ରାହୀ ଉଦଘାଟନ କଲେ

ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ବାରଟାମ୍ ସପିଙ୍ଗ ମଲକୁ ବିଧାୟକ ରୁପେଶ ପାଣିଗ୍ରାହୀ ଉଦଘାଟନ କଲେ
ପାରଳାଖେମୁଣ୍ଡି:୧୬/୧୨(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ବଡ଼ଦାଣ୍ଡ ସ୍ଥିତ ବାରଟାମ୍ ଶପିଙ୍ଗ ମଲକୁ ବିଧାୟକ ରୁପେଶ ପାଣିଗ୍ରାହୀ ଉଦ୍ଧଘାଟନ କରିବାସହ ଏହାର ଶୁଭାରମ୍ଭ କରିଥିଲେ
ଏଠାରେ ସୂଚନାଯୋଗ୍ୟ ଏହି କି ଯେ ଏହି ବାରଟାମ୍ ସପିଙ୍ଗ ମଲ ଟି କିଛି ମାସ ତଳେ ସୋର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ପୋଡି ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇ ଯାଇଥିଲା l ସେହି ଦିନ ଠାରୁ ମଲ ଟି ବନ୍ଦ ଥିଲା l ପୁଣି ବାରଟାମ୍ ସପିଙ୍ଗ ମଲର ମାଲିକ ବାରଟା ଶ୍ରୀକାନ୍ତ ଏହାକୁ ନୂଆଁ ରୂପରେ ନିର୍ମାଣ କରି ଉଦଘାଟନ କରିଛନ୍ତି l ଏହି ଉଦଘାଟନ ସମାରୋହ ରେ ବରିଷ୍ଠ ଆଇନଜୀବୀ
ଭି.ଏସ.ଏନ ରାଜୁଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟବସାୟୀ ସମେତ ଜନସାଧାରଣ ଯୋଗ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ