Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଦ୍ରକ ଆଖଣ୍ଡଳମଣି ପୀଠର ଉନ୍ନତିକରଣ ପାଇଁ ୧୦ କୋଟି ଘୋଷଣା

ଭୁବନେଶ୍ୱର: ଭଦ୍ରକର ଆଖଣ୍ଡଳମଣି ପୀଠର ହେବ ଉନ୍ନତିକରଣ।ମହାଶିବରାତ୍ରି ଅବସରରେ ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ମନ୍ଦିରର ଉନ୍ନତିକରଣ ପାଇଁ ୧୦ କୋଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବାବା ଆଖଣ୍ଡଳମଣିଙ୍କ ପୀଠରେ ପରିକ୍ରମା ପ୍ରକଳ୍ପ ପାଇଁ ୧୦ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି। ତେବେ ଜାଗର ପାଇଁ ବଡି଼ ଭୋରରୁ ଆଖଣ୍ଡଳମଣି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ