ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରହିଛି ଗଣତି ଗଣତି। ବିଜେପିକୁ ପଛରେ ପକାଇ ବହୁ ଆଗୁରେ ରହିଛି କଂଗ୍ରେସ । କର୍ଣ୍ଣାଟକ ନିର୍ବାଚନରେ ଏବେ ସୁଦ୍ଧା କଂଗ୍ରେସ ଲିଡ୍ କରୁଥିବା ବେଳେ ବିଜପେି ୮୦ ପାଖାପାଖି ଭୋଟ୍ରେ ଅଟକିଛି।
ବର୍ତ୍ତମାନର ସୁଦ୍ଧା କଂଗ୍ରେସ ୧୧୭ ଖଣ୍ଡ ଭୋଟ୍ ପାଇଥିବା ବେଳେ, ବିଜେପି ୭୭, ଜେଡିଏସ ୨୫ ଏବଂ ଅନ୍ୟାନ୍ୟ ୫ ଖଣ୍ଡ ଭୋଟ୍ ପାଇଛନ୍ତି।