Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଇବା ଗ୍ରାମରେ ଚରିତ୍ର କୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ନିଜେ ଆତ୍ମହତ୍ୟା କରିଥିବା ଦମ୍ପତ୍ତି ଙ୍କ କୁନି ଝିଅ ନିକିତାଙ୍କୁ ଭେଟିଲେ ଚାଇଲଡ ହେଲ୍ପ ଲାଇନର କର୍ମକର୍ତ୍ତା

ପାରଳାଖେମୁଣ୍ଡି:୧୧/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଓଡ଼ିଆ ସାହି ରେ ଏକ ଅଭାବନୀୟ ଘଟଣା ଘଟିଥିଲା ସ୍ୱାମୀ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପଥରରେ ଛେଚି ପ୍ରାଣରେ ମାରିଦେବା ପରେ ନିଜେ ମଧ୍ୟ ଏକ କାଜୁ ଜଙ୍ଗଲ ରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ଉଭୟ ସ୍ୱାମୀ ସ୍ତ୍ରୀ ର ଏକ କୁନି ଝିଅଟିଏ ଥିଲା ନିକିତା ପାଇକ ବୟସ ୫ ବର୍ଷ ବର୍ତ୍ତମାନ ସେହିଁ ଝିଅ ବାପା ମା କୁ ହରାଇ ଅନାଥ ହୋଇଥିବା ବେଳେ ଖବର ପାଇ ଗଜପତି ଜିଲ୍ଲାପାଳ ଚାଇଲଡ ହେଲ୍ପ ଲାଇନ ରୁ ଆଜି ସୁପର। ଭାଇଜର ସୁରାଜ ଲିମା ଗାଇବା ମୃତକଙ୍କ ପରିବାର କୁ ଭେଟି ସେହି କୁନି ଝିଅ ବିଷୟରେ ପଚରା ଉଚାରା କରି ସେହି କୁନି ଝିୟଙ୍କୁ ଚାଇଲଡ ହେଲ୍ପ ଲାଇନ କୁ ପଠେଇବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ମୃତକ ଙ୍କ ପରିବାର ପକ୍ଷରୁ ଆମେ ଏ ବିଷୟରେ ଚିନ୍ତା କରିବୁ କହି କିଛିଦିନ ସମୟ ମାଗିଥି ଲେ ସୁପର ଭାଇଜର ସୁରାଜ ଲିମା ମୃତକଙ୍କ ପରିବାରକୁ ସାନ୍ତ୍ଵନା ଦେଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories