Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ଜିଲ୍ଲାରୁ ୧୨ ସିଟ ଜିତିଲେ ସରକାର କରିବ କଂଗ୍ରେସ—- ରମେଶ ଜେନା ଜି

ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ)ରାହୁଲଙ୍କ କ୍ରେଜରେ ରମେଶ ଜେନା ଙ୍କ ମାଷ୍ଟର ଷ୍ଟ୍ରୋକ ଗଞ୍ଜାମ ପରେ8 ସାରା ରାଜ୍ୟରେ ବଢୁଛି ରମେଶଙ୍କ ଲୋକ ପ୍ରିୟତାଗଞ୍ଜାମ ଜିଲ୍ଲାରୁ ୧୨ ସିଟ ଜିତିଲେ ସରକାର କରିବ କଂଗ୍ରେସ ମଞ୍ଚରେ ଦେଖା ନ ଦେଇ କର୍ମୀଙ୍କ ସହ ବୁଲୁଥିଲେ ରମେଶ ଭକ୍ତଙ୍କ ଇଜ୍ଜ ଦାସଙ୍କ ଇଜ୍ଜତ ରଖିଦେଲେ ରମେଶ,ସଫଳ ହେଲା ସମ୍ବିଧାନ ବଞ୍ଚାଅ ସମାବେଶ ନାଁ ନେଲେ ଭକ୍ତ କାମ ଦେଖାଇଲେ ରମେଶ ଜେନା ସମ୍ବିଧାନ ବଞ୍ଚାଅ ସମାବେଶରେ ଚାଳିଶ ହଜାରରୁ ଉଦ୍ଧ କର୍ମୀଙ୍କୁ ସାଥରେ ଆଣି ବରମୁଣ୍ଡା ପଢିଆରେ ଗର୍ଜିଥିଲେ ରମେଶ, ଲୋକଙ୍କ ନେତା ଗଞ୍ଜାମ ଟାଇଗର ରାମେଶ ଜେନାଳ ପଟୁଆର ଖଣ୍ଡଗିରି ଛକରୁ ବଳମୁଣ୍ଡା ପଡିଆ ପର୍ଯ୍ୟନ୍ତ ଲମ୍ବିଥିଲା, ଏକଥା ଆପଣ ସମସ୍ତେ ଦେଖୁଛନ୍ତି, ଆରମ୍ଭ୍ରୁଶେଷ ପର୍ଯ୍ୟନ୍ତ ରମେଶ କଂଗ୍ରେସ କର୍ମୀଙ୍କ ସଥରେ ଥିଲେ, ହେଲେ ଅନ୍ୟ ନେତାଙ୍କ ପରି ଦେଖେଇ ହେବା ପାଇଁ କର୍ମୀ ଙ୍କୁ ଛାଡି ନିଜର ଉପସ୍ଥିତି ଜାହିର କରି ନଥିଲେ, ହେଲେ ସିଏ ସଭା ମଞ୍ଚରେ ନଥିଲେ ମଧ୍ୟ ରମେଶଙ୍କ ପଟୁଆର ଦେଖୁ ରମେଶଙ୍କୁ ଚିହ୍ନି ପାରିଥିଲେ ଖଡଗେ, ଶେଷରେ ରମେଶଙ୍କୁ ମଞ୍ଚକୁ ଡାକି ପାଖରେ ବସଇ ରମେଶ ଜେନା ଙ୍କସହ ମୁହାଁ ମୁହିଁ ହୋଈ କଥା ହେଲେ ଖଡ଼ଗେ, ଏ.ଆଇ.ସି.ସି ସଭାପତିଙ୍କ ପରେ ଭାହୁଲ ଗାନ୍ଧୀ ମଧ୍ୟ ରମେଶଙ୍କୁ ଖୋଳିଲେ ଓ ସଭା ମଞ୍ଚରେ ରମେଶଙ୍କ ସହ ବସି କଥା ହେଲେ, ସଭା ମଞ୍ଚରେ କନିଷ୍ଠ ଠାରୁ ବରିଷ୍ଠ ଓ ବିଧାୟକଙ୍କ ଠାରୁ ଅନେକ ପୁରୁଖା ନେତା ଥିଲେ ମଧ୍ୟ ରମେଶଙ୍କ ପ୍ରତି ରାହୁଲଙ୍କ ଭଲ ପାଇବା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା, ଏହା ଦେଖି ସଭା ମଞ୍ଚରେ ଥିବା ସମସ୍ତ ନେତା ତାଜୁବ ହୋଇ ଯାଇଥିଲେ ଓ ଆଶ୍ଚର୍ଯ୍ୟ ହୋଇ ରମେଶ ଙ୍କୁ ଚାହିଁ ରହିଥ‌ିଲେ l ଆପଣ ଜାଣନ୍ତି ବିଜେଡି ସରକାରରେ ବି ଜିତିଥିଲେ ଏହି ରମେଶ ଆଉ ବିଜେପି ସରକାର ରେ ବି ଅଛନ୍ତି ଏହି ରମେଶ, ରମେଶ ଙ୍କ ଆଗରେ ନା କାମ କରିଥୁଲା ନବୀନ ଙ୍କ ଯାଦୁ ନା କାମ କରିଥିଲା ବିଜେପି ର ଓଡ଼ିଆ ଅସ୍ମିତା କିମ୍ବା ମୋଦୀଙ୍କ କରିଶ୍ମମା ଏଥିରୁ ଏହା ସ୍ପଷ୍ଟ ହେଉଛି ଗଞ୍ଜାମ ଜିଲ୍ଲାରେ ଯେଉଁ ଦଳର ବିଧାୟକ ବଢେ ସେହି ଦଳ ହିଁ ଓଡିଶାର ସରକାର ଗଢ଼େ, ଯେମିତି ଉତ୍ତର ପ୍ରଦେଶ ଭାରତର ରାଜନୀତି କୁ ନିଯନ୍ତ୍ରଣ କରେ ଠିକ ସେମିତି ଗଞ୍ଜାମ ହିଁ ଓଡିଶା ରାଜନୀତିକୁ ନୀୟତ୍ରଣ କରେ ବୋଲି ଇତିହାସ ସାକ୍ଷୀ ଅଛି ସେ ବିଜେଡି ସରକାର ହେଉ ବା ଏବେକାର ବିଜେପି ସରକାର ଗଞ୍ଜାମ ର ସର୍ବାଧ‌ିକ ସିଟ ଯାହାର ଓଡିଶାରେ ସରକାର ତାହାର, ଆଉ ରମେଶ ଏବେ କେବଳ ମାନରେଖ ମୁଣ୍ଡି ରେ ସୀମିତ ନାହାନ୍ତି ବରଂ ସାରା ଗଞ୍ଜାମ ସହିତ ସମ୍ବିଧାନ ବଞ୍ଚାଅ ସମାବେଶ ପରେ ରମେଶ ଙ୍କ ଲୋକ ପ୍ରିୟତା ହେଲା ସାରା ଓଡିଶା, ଗଞ୍ଜାମ ଟାଇଗର ରମେଶ ଜେନା ଙ୍କ ଏହି ଲୋକ ପ୍ରିୟତା ଦେଖୁ ଆଗାମୀ ଦିନରେ ଏହି ରମେଶଙ୍କ ପାଇଁ ହିଁ ଆସନ୍ତା ନିର୍ବାଚନ ରେ ଓଡିଶା ରେ କଂଗ୍ରେସ ନିଶ୍ଚୟ ସରକାର କରିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଲୋକ ଆଲୋଚନା କରିଥିଲେ, କେବଳ ଲୋକ କାହିଁକି ଏହା ନିଶ୍ଚୟ ସହ ସଭାରେ ନ କହିଲେ ବି ସଭା ଉପରେ ଥିବା ସମସ୍ତ ନେତା ଏହି କଥା ଜାଣନ୍ତି, ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସ କେତେ ଆସନ ରେ ସରକାର କରୁଛି ତାହାରି ଉପରେ ରହିଛି ସମସ୍ତଙ୍କ ନଜର

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ