Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁୁ ଶ୍ରୀନଗରରେ ତିନି ଦିନିଆ ଜି-୨୦ ସମ୍ମିଳନୀ

ଭୁବନେଶ୍ବର: ଆଜିଠୁୁ ଶ୍ରୀନଗରରେ ତିନି ଦିନିଆ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ। ୬୦ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ତେବେ ଏହି ସମ୍ମିଳନୀରେ ୨୬/୧୧ ଭଳି ଆକ୍ରମଣ ପୁଣି ଦୋହରାଇ ପାରେ ପାକିସ୍ତାନୀ। ଏଭଳି କରିବାକୁ ପାକିସ୍ତାନୀ ଯୋଜନା କରିଥିବା ସୂଚନା ମିଳିଛି। ଆକ୍ରମଣ ଆଶଙ୍କା ବୃଦ୍ଧି ପାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କରାଯାଇଛି। ତଲାସୀ ଅଭିଯାନକୁ ଆହୁରି ବ୍ୟାପକ କରାଯାଇଛିି । ଆତଙ୍କବାଦୀମାନଙ୍କୁ କିଛି ସ୍ଥାନୀୟ ବାସିନ୍ଦା ସହେଯାଗ କରୁଥିବା ମଧ୍ୟ ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ