Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ବନାଥପୁର ବିଦ୍ୟୁତ ଉପଖଣ୍ଡରେ ନୂତନ କନିଷ୍ଠଯନ୍ତ୍ରୀ

କଳାହାଣ୍ଡି,୨୫/୦୫-ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବିଦ୍ୟୁତ୍ ଉପଖଣ୍ଡରେ ନୂତନ କନିଷ୍ଠଯନ୍ତ୍ରୀ ଭାବେ ଯୋଗ ଦେଇଛନ୍ତି ରୁଦ୍ର ନାରାୟଣ ସାହୁ ! ସେ ପୂର୍ବରୁ ଭବାନୀପାଟଣା ଏସ୍ ଟିଏସ୍ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ ! ବିଶ୍ବନାଥପୁର ଉପଖଣ୍ଡର କନିଷ୍ଠଯନ୍ତ୍ରୀ ସୌଦାଗର ମେହେରଙ୍କ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀ ସାହୁ ଯୋଗଦେଇଥିବା ଜଣାପଡ଼ିଛି ! ସେ କାର୍ଯ୍ୟରେ ଯୋଗଦେବା ପରେ ବିଶ୍ବନାଥପୁର ଅଞ୍ଚଳରେ ଅଘୋଷିତ ବିଦ୍ୟୁତକାଟ, ଗ୍ରାମାଞ୍ଚଳ ବିଶେଷ କରି ବ୍ଲକର ଘାଟି ଅଞ୍ଚଳରେ ବିଦ୍ୟୁତ ପରିଚାଳନା ମୁଖ୍ୟ ଚ୍ୟାଲେଞ୍ଜ ହୋଇରହିବ ! ତେବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା, ବିଦ୍ୟୁତ ଅପଚୟ ରୋକିବା ଦ୍ବାରା ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସମ୍ଭବ ବୋଲି ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି !