Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶଙ୍କରପଲାରେ ଟ୍ରିପଲ ମର୍ଡର : ପୁଲିସର ତଦନ୍ତ ଜାରି

କଳାହାଣ୍ଡି,୦୧/୧୦-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନାଞ୍ଚଳ ଶଙ୍କରପଲାରେ ଘଟିଛି ଟ୍ରିପଲ ମର୍ଡର ! ଗୋଟିଏ ପରିବାରର ମାଆ ଓ ତାଙ୍କ ୨ ବର୍ଷର ପୁଅ ସହିତ ତାଙ୍କର ଜଣେ ପଡୋଶୀ ବ୍ରୁଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି ! ଖବର ପାଇବା ପରେ ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ! ପୁଲିସର ତଦନ୍ତ ଜାରି ରହିଥିବାବେଳେ ହତ୍ୟାକାରୀ ଓ ହତ୍ୟାର କାରଣ ଜଣାପଡ଼ିନାହିଁ !