ପାରଳାଖେମୁଣ୍ଡି:୧୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏଚ୍ ଡି କାର୍ଯ୍ୟଳୟର ଗୋଦାମ ଗୃହରୁ ୮ଫୁଟର ଅଜଗର ସାପ ଉଦ୍ଦାର ହୋଇଛି | ସାପଟି ଗୋଦାମ ଭିତରେ ଥିବା ଲୋକେ ଜାଣିପାରି ରାତ୍ର ପ୍ରକୃତି ବନ୍ଧୁ ନାଗେଶ୍ବର ମହାପାତ୍ରଙ୍କୁ ଜଣାଇଥିଲେ | ଅନେକ କସରତ ବିଳମ୍ବିତ ରାତ୍ର ଯାଏଁ କରିବା ପରେ ସାପଟିକୁ ନାଗେଶ୍ବର କାବୁ କରିପାରିଥିଲେ | ସେଠାରେ ଉପସ୍ଥିତ ସମସ୍ତଙ୍କୁ ସାପକୁ ଦେଖି ଭୟଭିତ ନହେବାକୁ କହିବା ସହ ସାପର କୌଣସି କ୍ଷତି ନକରିବାକୁ ନାଗେଶ୍ବର ସଚେତନ କରିଥିଲେ | ଉଦ୍ଦାର ସାପଟିକୁ ରାଣିପେଣ୍ଠ ନିକଟସ୍ଥ ଜଙ୍ଗଲରେ ନାଗେଶ୍ବର ମହାପାତ୍ର କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଛାଡି ଥିବା ସୂଚନା ମିଳିଛି |
ପାରଳାଖେମୁଣ୍ଡି:୧୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତିଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏଚ୍ ଡି କାର୍ଯ୍ୟଳୟର ଗୋଦାମ ଗୃହରୁ ୮ଫୁଟର ଅଜଗର ସାପ ଉଦ୍ଧାର ହୋଇଛି | ସାପଟି ଗୋଦାମ ଭିତରେ ଥିବା ଲୋକେ ଜାଣିପାରି ରାତ୍ର ପ୍ରକୃତି ବନ୍ଧୁ ନାଗେଶ୍ବର ମହାପାତ୍ରଙ୍କୁ ଜଣାଇଥିଲେ | ଅନେକ କସରତ ବିଳମ୍ବିତ ରାତ୍ର ଯାଏଁ କରିବା ପରେ ସାପଟିକୁ ନାଗେଶ୍ବର କାବୁ କରିପାରିଥିଲେ | ସେଠାରେ ଉପସ୍ଥିତ ସମସ୍ତଙ୍କୁ ସାପକୁ ଦେଖି ଭୟଭିତ ନହେବାକୁ କହିବା ସହ ସାପର କୌଣସି କ୍ଷତି ନକରିବାକୁ ନାଗେଶ୍ବର ସଚେତନ କରିଥିଲେ | ଉଦ୍ଦାର ସାପଟିକୁ ରାଣିପେଣ୍ଠ ନିକଟସ୍ଥ ଜଙ୍ଗଲରେ ନାଗେଶ୍ବର ମହାପାତ୍ର କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଛାଡି ଥିବା ସୂଚନା ମିଳିଛି |