Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନର୍ଲାରେ ତହସିଲରେ ଯୋଗଦେଲେ ନୂଆ ତହସିଲଦାର

କଳାହାଣ୍ଡି,୨୬/୧୦-କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ କାର୍ଯ୍ୟାଳୟରେ ନୂଆ ତହସିଲଦାର ଭାବେ ବିଶ୍ୱରଞ୍ଜନ କହଁର ଯୋଗ ଦେଇଛନ୍ତି l ସେ ଦାୟିତ୍ବ ଗ୍ରହଣ କରିବା ପରେ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ! ସୂଚନାଯୋଗ୍ୟ କିଛିଦିନ ପୂର୍ବେ ନର୍ଲା ତହସିଲଦାର ଥିବା ଯୁବ ପ୍ରଶାସକ ଶଙ୍କର ବାଗଙ୍କ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଗଞ୍ଜାମ ଜିଲ୍ଲା ଚିକିଟି ତହସିଲଦାର ଥିବା ଶ୍ରୀ କହଁର ନର୍ଲା ତହସିଲରେ ଯୋଗ ଦେବା ସହିତ ଦାୟିତ୍ବ ଗ୍ରହଣ କରିଛନ୍ତି l