Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲା ରାଣିପେଣ୍ଠ ନିକଟସ୍ଥ ନିୟତି ମାନସିକ ଅନଗ୍ରସ ର ସ୍କୁଲରେ ୭୫ ତମ ଗଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି

ପାରଳାଖେମୁଣ୍ଡି:୨୬/୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ରାଣିପେଣ୍ଠ ଗ୍ରାମ ନିକଟସ୍ଥ “ନିୟତି ମାନସିକ ଅନଗ୍ରସର ସ୍କୁଲ ପକ୍ଷରୁ ୭୫ ତମ ଗଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି
ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ,ଓ କୋଷାଧ୍ୟକ୍ଷ, ଶ୍ରୀ ଲୋକନାଥ ମିଶ୍ର , ଯୋଗ ଦେଇ ନିୟତି ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଥିଲେ, ଗଣତନ୍ତ୍ର ଦିବସ ଅବସର ରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସ୍କୁଲ ର ଅଧକ୍ଷା ଶ୍ରୀ ସ୍ନେହଲତା ପାଣିଗ୍ରାହୀ, ଯଛନା ଡାକୁଆ, ଶାଶ୍ଵତୀ ବେବର୍ତ୍ତା ,ସୁନିତ କୁମାର ଗମାଙ୍ଗ, ଉପସ୍ଥିତ ଥିଲେ ଶେଷରେ ସ୍ନେହଲତା ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍କୁଲର ଅଧ୍ୟକ୍ଷା ସମେତ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସ୍ନେହଲତା ପାଣିଗ୍ରାହୀ, ଜଛନା ଡାକୁଆ, ଶାଶ୍ଵତୀ ବେବର୍ତ୍ତା l, ସୁନିତ କୁମାର ଗମାଙ୍ଗ, ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ ସ୍ନେହଲତା ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ l

More Stories