Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଯୁବ ସାମ୍ବାଦିକ ଏମ୍ ଚନ୍ଦ୍ରଶେଖରଙ୍କୁ ଲାଞ୍ଜିଗଡ ବ୍ଲକ ବିଜେଡି ମିଡିଆ ସେଲ୍ ଦାୟିତ୍ୱ

କଳାହାଣ୍ଡି,୦୬/୦୩-ଲାଞ୍ଜିଗଡ ବ୍ଲକ ବିଜେଡି ପକ୍ଷରୁ ଯୁବ ସାମ୍ବାଦିକ ତଥା ଓଡିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ୍ କ୍ଲବର ସକ୍ରିୟ ସଦସ୍ୟ ଏମ୍‌. ଚନ୍ଦ୍ରଶେଖରଙ୍କୁ ବ୍ଲକ ବିଜେଡି ମିଡିଆ ସେଲ୍ ଇନଚାର୍ଜ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଦୈନିକ ଖବରକାଗଜ ପ୍ରମେୟର ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବାବେଳେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅନୁମୋଦନ କ୍ରମେ ତାଙ୍କୁ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ ତାଙ୍କ ନାମକୁ ଘୋଷଣା କରିଛନ୍ତି । ଶ୍ରୀ ଶେଖରଙ୍କୁ ନୂତନ ନିଯୁକ୍ତି ମିଳିବା ପରେ ତାଙ୍କୁ ଲାଞ୍ଜିଗଡ ପ୍ରେସ୍ କ୍ଲବ ଓ ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।