Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଓମଫେଡ ପ୍ଲାଣ୍ଟରେ ବିଶ୍ୱ ଛେନାପୋଡ଼ ଦିବସ ପାଳିତ

କଳାହାଣ୍ଡି,୧୧/୦୪-କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାସ୍ଥିତ ଓମଫେଡପ୍ଲାଣ୍ଟ ପରିସରରେ ଆଜି ବିଶ୍ୱ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭବାନୀପାଟଣା ପୌର ନିର୍ବାହୀ ଅଧିକାରୀ ଡ. ସତ୍ୟ ସମ୍ପର୍ଣ୍ଣା ରାଉତ ଯୋଗ ଦେଇଥିଲେ। ପ୍ଲାଣ୍ଟ ପରିଚାଳକ ବିଷ୍ଣୁଚରଣ ପ୍ରଧାନ, ମାର୍କେଟିଂ ଇନଚାର୍ଜ ମନୋଜ କୁମାର ହୋତାଙ୍କ ସମେତ ପ୍ଲାଣ୍ଟ କର୍ମଚାରୀ ଏ. କେ ପଣ୍ଡା, ପି.କେ ବଳ, ଦୀନେଶ ପଟେଲ, ପ୍ରମୋଦ ପାଣିଗ୍ରାହୀ, ଅଜୟ ଚୌଧୁରୀ, କୃଷ୍ଣଚନ୍ଦ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ