Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୂଣ୍ଡି ମହିଳା ମହବିଦ୍ୟାଳୟର ଅଧକ୍ଷା ଡ଼.ରୀନା ସାହୁଙ୍କ ରଚିତ “ଅନନ୍ୟ ପାରଳା ଅନନ୍ୟ ଵ୍ୟକ୍ତିତ୍ୟ ” ପୁସ୍ତକ ଉନ୍ମୋଚିତ

ପାରଳାଖେମୁଣ୍ଡି:୩୧/୧୨(ଗରୁଡ଼ ଧ୍ୱଜ ଚୌଧୁରୀ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମହିଳା ମହାବିଦ୍ୟାଳୟ ଅଧକ୍ଷା ଡ଼ ରୀନା ସାହୁଙ୍କ ରଚିତ “ଅନନ୍ୟ ପାରଳା ଅନନ୍ୟ ଵ୍ୟକ୍ତିତ୍ୟ ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି. ଏନେଇ ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚନ ଉତ୍ସବ ପାଳିତ ହୋଇଯାଇଛି. ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକା ଇନ୍ଦିରା ଦତ୍ତ, ବିଶିଷ୍ଟ ସାହିତ୍ୟିକା ବାସନ୍ତୀ ମହାନ୍ତି, ପୌରୁଷର ସମ୍ପାଦକ ଡ଼ ଅସିତ ମହାନ୍ତି, ରମାଦେବୀ ବିଶ୍ୱ ବିଦ୍ୟାଳୟ ପ୍ରଧ୍ୟପକ ଡ଼ ମାନସ ବେହେରା, ଭିଜା ମାଟିର ସମ୍ପାଦିକା ଚିନ୍ମୟୀ ଷଡ଼ଙ୍ଗୀ, ତୀର ତରଙ୍ଗର ସମ୍ପାଦିକା ବନ୍ଦ ନା ମିଶ୍ର, ସମୀକ୍ଷକ ଭାବେ ଇଂ ବିଷ୍ଣୁ ମୋହନ ଅଧିକାରୀ ଓ ମଞ୍ଚ ସଂଚାଳକ ଭାବେ ବିଘ୍ନେଶ୍ୱର ସାହୁ କରିଥିଲେ ଏହି ସଭାରେ ଅତିଥି ହୋଇଥିଲେ. ଅତିଥି ଗଣ ପୁସ୍ତକ ଉପରେ ଆଲୋଚନା କରିବା ସହ ପାରଳାର ଭୁୟସୀ ପ୍ରଶଂସା କରିଥିଲେ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ସହ ସଂମାନ ପ୍ରଦାନ କରାଯାଇଥିଲା. ଶେଷରେ ଡା ସୁକନ୍ୟା ଅଧିକାରୀ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ