Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା ଫଳ; ଏଥର ୫ ପ୍ରତିଶତ କମିଛି ପାସ ହାର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା ଫଳ । ସିବିଏସ୍‌ ବୋର୍ଡ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ଚଳିତ ଥର ପାସ ହାର ୮୭.୩୩ ପ୍ରତିଶତରହିଛି । ଯାହା ପୂର୍ବ ପାସ ହାରଠାରୁ ୫% କମିଛି। ସିବିଏସଇର ଆଧିକାରିକ ୱେବସାଇଟ cbseresults.nic.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ । ଛାତ୍ରଛାତ୍ରୀ ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ରେଜଲ୍ଟ ପାଇପାରିବେ।

ଏହାସହିତ ଏଥର ଝିଅମାନଙ୍କ ପାସ ହାର ପୁଅମାନଙ୍କ ଅପେକ୍ଷା ୬% ଅଧିକ ରହିଛି। ଝିଅଙ୍କ ପାସ ହାର ୯୦.୬୮% ରହିଥିବା ବେଳେ ପୁଅଙ୍କ ପାସ ହାର ରହିଛି ୮୪.୬୭%। ୯୯.୯୧% ପାସ ହାର ସହ ଥିରୁଅନନ୍ତପୁରମ୍‌ ରିଜିଅନ୍‌ ଶୀର୍ଷରେ ରହିଛି।