Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ ନିର୍ବାଚନ; ପଛରେ ବିଜେପି, ଲିଡ୍‌ କରୁଛି କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରହିଛି ଗଣତି ଗଣତି। ବିଜେପିକୁ ପଛରେ ପକାଇ ବହୁ ଆଗୁରେ ରହିଛି କଂଗ୍ରେସ । କର୍ଣ୍ଣାଟକ ନିର୍ବାଚନରେ ଏବେ ସୁଦ୍ଧା କଂଗ୍ରେସ ଲିଡ୍‌ କରୁଥିବା ବେଳେ ବିଜପେି ୮୦ ପାଖାପାଖି ଭୋଟ୍‌ରେ ଅଟକିଛି।

ବର୍ତ୍ତମାନର ସୁଦ୍ଧା କଂଗ୍ରେସ ୧୧୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ, ବିଜେପି ୭୭, ଜେଡିଏସ ୨୫ ଏବଂ ଅନ୍ୟାନ୍ୟ ୫ ଖଣ୍ଡ ଭୋଟ୍‌ ପାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ