Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଦଶାହଙ୍କ ସିକ୍ରେଟ୍ ବିବାହ!

ରାପର-ସିଙ୍ଗର ବାଦଶାହଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଚାଲିଛି । ଭାଇରାଲ ହେଉଥିବା କିଛି ଫଟୋରେ ସେ ତାଙ୍କ ଗର୍ଲଫ୍ରେଣ୍ଡ ଇଶା ରିକହିଙ୍କ ସହ ବିବାହ ପୋଷାକରେ ଦେଖାଯାଉଛନ୍ତି, ଯାହା ଦେଖି ଲୋକେ କହୁଛନ୍ତି ଯେ ସେ ଗୁପ୍ତଭାବେ ବିବାହ କରିଛନ୍ତି । ଫଟୋରେ ଇଶା ଲାଲ ବ୍ରାଇଡାଲ ଡ୍ରେସ୍‌ରେ ଏବଂ ବାଦଶାହ ଟ୍ରାଡିସନାଲ ଲୁକ୍‌ରେ ଦେଖାଯାଉଛନ୍ତି । ଦୁହେଁ ଗଳାରେ ଜୟମାଳା ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହି ଫଟୋ କିମ୍ବା ଭିଡିଓ ଦୁହେଁଙ୍କର ଅଫିସିଆଲ ଇନ୍ସଟାଗ୍ରାମ ଆକାଉଣ୍ଟରେ ନଥିବାରୁ ବିବାହ ସତ କି ଭୁଲ୍ ସେଥିପାଇଁ ଏବେ ବି ସସ୍ପେନ୍ସ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ