Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତର ସର୍ବବୃହତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ,୨୮|୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି । ୧୧ ହଜାର ୨୦୦ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଉତ୍ତର ପ୍ରଦେଶରେ ଭାରତର ସର୍ବବୃହତ ଅତ୍ୟାଧୁନିକ ଏୟାରପୋର୍ଟ ହେବ । ଏହାଦ୍ୱାରା ବର୍ଷକୁ ୭ କୋଟି ଲୋକଙ୍କୁ ମିଳିବ ଯାତାୟତ ସୁବିଧା । ତେବେ ଜେୱାରକୁ ଭବିଷ୍ୟତରେ ଦେଶର ସର୍ବବୃହତ ବିମାନ ଚଳାଚଳ କେନ୍ଦ୍ର କରିବାର ଲକ୍ଷ୍ୟ ରଖାଯାଇଛି । ଏହି ବିମାନ ବନ୍ଦରରେ ୩,୯୦୦ ମିଟର ରନୱେ ରହିଛି । ୫ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟ ମାନଙ୍କ ଭିତରେ ଉତ୍ତରପ୍ରଦେଶ ହୋଇଛି ପ୍ରଥମ ରାଜ୍ୟ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ