Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ବ୍ଲକର ବୁଦୁରା ପଞ୍ଚାୟତ ଗୌରୀ ଗ୍ରାମରେ ଭୋଗ ମଣ୍ଡପ ଓ ସ୍ବର୍ଗ ଦ୍ବାର ର ଉଦଘାଟନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ l

ପାରଳାଖେମୁଣ୍ଡି:୫/୪(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ଗ୍ରାମ ପଞ୍ଚାୟତ ଗୌରୀ ଗ୍ରାମ ଠାରେ ଶିବ ମନ୍ଦିର ନବୀକରଣ ଓ ଭୋଗ ମଣ୍ଡପ ନିର୍ମାଣ ନିମନ୍ତେ ମୂଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଭୋଗ ମଣ୍ଡପ ର ଶୁଭ ଉଦଘାଟନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ,ସେଇଭଳି ଭାନି ଗ୍ରାମ ଠାରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପାଣ୍ଠି ରୁ ୩ ଲକ୍ଷ ଟଙ୍କା ଅନୁଦାନ ରେ ନିର୍ମିତ କମିଁନିଟ ହୋଲ ର ଶୁଭ ଉଦଘାଟନ କଲେ ବିଧାୟକ । ଶେଷରେ ଭାନ୍ନା ଗ୍ରାମ ଶେଷ ରେ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍ବର୍ଗ ଦ୍ଵାର ମଧ୍ୟ ଶୁଭ ଉଦଘାଟନ କରିଥିଲେ ବିଧାୟକ ରୂପେସ ପାଣିଗ୍ରାହୀ ସମେତ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଉପାଧ୍ୟକ୍ଷ ରଘୁରାମ ସାହୁ, କତିକି ରାମାରାଓ, ପ୍ରମୁଖ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories