Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଙ୍କୀ କଲେଜରେ ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ

କଟକ: ବାଙ୍କୀ କଲେଜରେ ବନ୍ଦ ହେଲା ଛାତ୍ର ସଂସଦ ନିର୍ବାଚନ। ଗତକାଲି ରାତିରେ କଲେଜ କଲେଜ କ୍ୟାମ୍ପସରେ ବୋମା ଫୁଟିଥିଲା । ଆଜି ସକାଳୁ ଘଟଣାସ୍ଥଳରେ ତିନିଜଣିଆ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲା । ପରେ କଲେଜ କର୍ତ୍ତୃପକ୍ଷ ସାଇନ ଏ ଡାଏ ଘୋଷଣା କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ