Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ବ୍ଲକ ରେ ଅତିରିକ୍ତ ଶ୍ରେଣୀ ଗୃହ ଓ ସୁବିଧା କେନ୍ଦ୍ର ଉଦଘାଟନ କଲେ ବିଧାୟକ।

ପାରଳାଖେମୁଣ୍ଡି:୧୮/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ଗ୍ରାମ ଠାରେ ଥିବା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ର ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ଉଦଘାଟନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ, ପ୍ରଥମେ ବିଧାୟକ ଙ୍କୁ ଛାତ୍ର ଛାତ୍ରୀ ମାନେ ଭବ୍ୟ ସ୍ଵାଗତ ଜଣାଇବା, ଉଦଘାଟନ ପରେ ଶ୍ରେଣୀ ଗୃହ ଗୁଡ଼ିକୁ ପରିଦର୍ଶନ କରିଥିଲେ, ସେଇଭଳି ଭୂପତି ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ ଗୋରିବନ୍ଧା ଠାରେ ମଧ୍ୟ ଏକ ସୁବିଧା ଗୃହ ଉଦଘାଟନ କରାଗଲା ଶେଷ ରେ ଭୂପତି ଲକ୍ଷ୍ମୀପୁର ଠାରେ ସଙ୍ଗ ଗୃହ ଉଦଘାଟନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବଲା ସାଇଆମ୍ମା, ସରପଞ୍ଚ ତେଜେଶ୍ୱର୍ ରାଓ, ପ୍ରମୁଖ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories