ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁକର ପାର୍ଲ୍ଲୀ ସୌରା ବାପଷ୍ଟିଷ୍ଟ ଓ ଉତ୍କଳ ବାପଟିଷ୍ଟ ମହିଳା ସମ୍ମିଳନୀରେ ରେ ଯୋଗଦେଲେ ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି:୨୫/୧(ଗରୁଡ ଧ୍ୱଜ ଚୌଧୁରୀ)
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମକୁରପାର୍ଲି ଗ୍ରାମ ଠାରେ ଏକ ବିଶାଳ ସୌରା ବାପଷ୍ଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳ ସମ୍ମିଳନୀ ରେ ଯୋଗଦେଲେ ମାନ୍ୟବର ପାରଳା ବିଧାୟକ ରୂପେସ ପାଣଗ୍ରାହୀ, ଖ୍ରୀଷ୍ଟିୟ ଭାଇ ଓ ଭଊଣି ମାନଙ୍କୁ ପ୍ରଥମେ ସୌରା ଭାଷାରେ ନମସ୍କାର ଜଣାଇବା ସହ ଅଭିନନ୍ଦନ ଜଣାଇଥିଲେ , ପରେ ପ୍ରଭୁ ଯିଶୁ ଙ୍କ ବାଣୀ ବିଷୟରେ କହିଥିଲେ, ସେଇଭଳି ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡା ଗ୍ରାମ ଠାରେ ହୋଇଥିବା ଉତ୍କଳ ବାପଷ୍ଟିଷ୍ଟ ମହିଳା ସମିତି ର 51 ତମ ବାର୍ଷିକ ଉତ୍ସବ ରେ ଯୋଗଦେଇଥିଲେ ବିଧାୟକ ରୁପେଶ ପାଣିଗ୍ରାହୀ , ପ୍ରଥମେ ବିଧାୟକ ଙ୍କୁ ସ୍ଵାଗତ ଜଣାଇଥିଲେ,

