Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରେ ହାଜର ହେଲେ ନକ୍ସଲ ନେତା ଡି.କେଶବ ରାଓ ଅରଫ ଆଜାଦ

ପାରଳାଖେମୁଣ୍ଡି:୨୭/୧(ଗରୁଡ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରେ ହାଜର ହେଲେ ବିଶିଷ୍ଠ ନକ୍ସଲ ନେତା ଡି. କେଶବ ରାଓ ଓରଫ ଆଜାଦ। ଦିବା ୧୨.୫୦ ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ କୋର୍ଟ ରେ ହାଜର କରିଛନ୍ତି ଅଧିକାରୀ ମାନେ। ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ୨୦୦୯ ମସିହାରୁ ଆରମ୍ଭ କରି ୨୦୧୧ମସିହା ପର୍ଯ୍ୟନ୍ତ ଘଟିଥିବା ନକ୍ସଲ ଘଟଣା ଗୁଡିକରେ ପ୍ରତ୍ୟକ୍ଷ ଭାବେ ଜଡିତ ରହି ଘଟାଇ ଥିବା ୧୭ଟି ଘଟଣାରେ କୋର୍ଟ ରେ ହାଜର ହୋଇଛନ୍ତି।ଓକିଲ ସନ୍ତୋଷ କୁମାର ପାଢ଼ୀ ଆଜାଦ ଙ୍କ ଜାମିନ ଆବେଦନ କରିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories