Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ରି ବିଶ୍ଵ କଲ୍ୟାଣ ମହାଯଜ୍ଞ

ପାରଳାଖେମୁଣ୍ଡି:୨/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ପାରଳା ସହର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ପଞ୍ଚରାତ୍ର ବିଶ୍ଵ କଲ୍ୟାଣ ଯଜ୍ଞ ଆୟୋଜିତ ହୋଇଯାଇଛି, ପାଞ୍ଚଦିନ ଧରି ବହୁ ଆଡମ୍ବର ଭକ୍ତିଭାବ ପରିବେଶ ମଧ୍ୟ ରେ ଏଜି ଅନ୍ତିମ ଦିନ ହଜାର ହଜାର ଭକ୍ତ ଯୋଗଦେଇ ମହା ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ , ଆଜି ଶେଷ ଦିନ ରେ ୩୦ ହଜାର ରୁ ଅଧିକା ଭକ୍ତ ମାନେ ଯୋଗଦେଇ ପ୍ରସାଦ ସେବନ କରି ଆନନ୍ଦ ରେ ଫେରିଥିଲେ , ଏହି ଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ: ଗିରିଧାରୀ ଗମାଙ୍ଗ, ବିଧାୟକ ରୁପେଶ ପାଣିଗ୍ରାହୀ, ବିଧାୟକ ଦାଶରଥି ଗମାଙ୍ଗ ପ୍ରମୂଖ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories