Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି କଲେଜ ଛକ ଠାରେ ବିଧାୟକ ରପେଶ ପାଣିଗ୍ରାହି ଙ୍କ ଦ୍ଵାରା ଜି.ଏନ.ଭି. ଜୁଏଲାରୀ ଦୋକାନର ଶୁଭ ଉଦଘାଟନ

ପାରଳାଖେମୁଣ୍ଡି କଲେଜ ଛକ ଠାରେ ବିଧାୟକ ରପେଶ ପାଣିଗ୍ରାହି ଙ୍କ ଦ୍ଵାରା ଜି.ଏନ.ଭି. ଜୁଏଲାରୀ ଦୋକାନର ଶୁଭ ଉଦଘାଟନ
ପାରଳାଖେମୁଣ୍ଡି:୨୨/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଲେଜ ଛକ ନିକଟରେ ଏକ ଅତ୍ୟାଧୁନିକ ଜୁଏଲାରୀ ଦୋକାନର ର ଶୁଭ ଉଦଘାଟନ ବିଧାୟକ ରୂପେସ ପାଣିଗ୍ରାହୀ ଙ୍କ ଦ୍ଵାରା ହୋଇଯାଇଛି , ପ୍ରଥମେ ବିଧାୟକ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା , ପରେ ବିଧାୟକ ଫିତା କାଟି ଶୁଭ ଉଦଘାଟନ କରିଥିଲେ, ଏହି ଜୁଏଲାରୀ ଦୋକାନର ପୁର୍ବରୁ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ରେ ଦୁଇଗୋଟି ଓ ପଲସା ଠାରେ ଗୋଟିଏ ବ୍ରାଞ୍ଚ ଥିବାବେଳେ ଓଡ଼ିଶାରେ କିଛି ଦିନ ପୂର୍ବେ ଗୁଣୁପୁର ଠାରେ ଏକ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା, ଆଜି ପାରଳାଖେମୁଣ୍ଡି ଠାରେ ଆଉଏକ ଅତ୍ୟାଧୁନିକ ବ୍ରାଞ୍ଚ ଖୋଲାଯାଇଛି , ଆଗାମୀ ଦିନରେ ପୁଣି ଓଡ଼ିଶା ର ଅନେକ ସ୍ଥାନ ରେ ବ୍ରାଞ୍ଚ ଖୋଲିବାର ପ୍ରସ୍ତାବ ରହିଛିବୋଲି ଜିଏନଭି ର ବ୍ରାଞ୍ଚ ମ୍ୟାନେଜର ଜଣାଇଛନ୍ତି, ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୌର ଅଧକ୍ଷ ନିର୍ମଳା ସେଠି, ଜି ଏନ ଭି ର ମ୍ୟାନେଜିଂ ଡାଇରେକ୍ଟର ଭି.ମୁରଲୀ ଗାରୁ,
ଭ.ସୁଜାତା ଗାରୁ, ବି.ଗଣେଷ ଗାରୁ, ବି.ନିର୍ମଳା କୁମାରୀ ଗାରୁ, ବି.ଭାସ୍କର ରାଓ ଗାରୁ, ପ୍ରମୁଖ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories