Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Russian Girl Love Story: ବିହାରୀ ଯୁବକଙ୍କ ପ୍ରେମ ପାଇଁ ଭାରତ ଆସିଲେ ରୁଷୀୟ ଯୁବତୀ, ନଭେମ୍ବରରେ ବିବାହ!

ବିଦେଶରେ ଆରମ୍ଭ ହୋଇଥିବା ପ୍ରେମ ଏବେ ବିବାହର ରୂପ ନେବାକୁ ଯାଉଛି। ବିହାରର ଯୁବକ ରାହୁଲ ଯାଦବ ଚାକିରି ପାଇଁ ରୁଷ ଯାଇଥିବା ସମୟରେ ସେଠାରେ ଜଣେ ରୁଷୀୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ରାହୁଲ ଭାରତ ଫେରି ଆସିଥିଲେ।

ରାହୁଲଙ୍କଠାରୁ ଦୂରରେ ରହିପାରିନଥିବା ଯୁବତୀ ଜଣକ ପ୍ରାୟ ୬ ମାସ ପରେ ନିଜ ପରିବାର ସହ ଭାରତ ଆସିଥିବା କୁହାଯାଉଛି। ରାହୁଲ ଲୁଚି ରହିଥିବା ଜାଣିବା ପରେ ମଧ୍ୟ ସେ ତାଙ୍କ ସହ ରହିବାକୁ ଦୃଢ଼ ନିଷ୍ପତ୍ତି ନେଇଥିବା ଖବର ମିଳିଛି।

ଶେଷରେ ଉଭୟ ପରିବାରର ବୟୋଜ୍ୟେଷ୍ଠମାନେ ବିବାହ ପାଇଁ ରାଜି ହୋଇଥିବା ବେଳେ ଆସନ୍ତା ନଭେମ୍ବରରେ ଦୁହିଁଙ୍କ ବିବାହ ହେବା ନେଇ ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories