Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ

ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟ ସେପ୍ଟେମ୍ବର ମାସ୨୫,ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୧୫ତାରିଖ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ଉତ୍ସାହ ସହିତ ସମସ୍ତ ନେତା କର୍ମୀମାନେ ଏକତ୍ରିତ ହୋଇ ସମସ୍ତ ଜନସାଧାରଣଙ୍କୁ ଙ୍କୁ ଭେଟିବେ ଘର କୁ ଘର ବୁଲି ଘରେ ଘରେ କଂଗ୍ରେସ ଘରେ ଘରେ ହାତ ନାରା ଦେଇ କଂଗ୍ରେସ ସରକାର ସମୟରେ କରିଥିବା ଲୋକଙ୍କ ପାଇଁ କାର୍ଯ୍ୟକୁ ବର୍ତମାନ ର ବିଜେପି ବିଜେଡ଼ି ସରକାର ଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚେଇବାର ପ୍ରୟାସ ଜାରି ରହିଛି। କଂଗ୍ରେସ ସରକାର ଦେଶ ସ୍ବାଧୀନ ହେବା ବା ଠାରୁ ଆରମ୍ଭ ହୋଇଥିବା ଦେଶରେ ଯାହା କିଛି ହୋଇଛି ତାହା କଂଗ୍ରେସ ସରକାର ସମୟରେ ହୋଇଥିବା ଦେଖିବାକୁ ମିଳିଛି। ସରକାର ଟଙ୍କା ଖିଆ ଚାଉଳରୁ ଆରମ୍ଭ କରିଥିଲେ, ଯାହା କି ତାକୁ କଂଗ୍ରେସ ସରକାର ତତ୍କାଳୀନ ଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂହ,ସୋନିଆ ଗାନ୍ଧିଙ୍କ ସମୟରେ ଏହା ଆରମ୍ଭ ହୋଇଥିଲା ଏହା କୌଣସି ଜୋଯନା ନାହିଁ ଏହା ହେଉଛି ଏକ ଏକ୍ଟ, ଖାଦ୍ୟ ସୂରକ୍ଷା ଏକ୍ଟ ପାସ ହେଇଥିବା ବେଳେ ସେହିପରି ଜଳସେଚନ ବ୍ୟବସ୍ଥାରେ ପ୍ରଗତି କଂଗ୍ରେସ ସମୟରେ ହୀରାକୁଦ, ଇନ୍ଦ୍ରାବତୀ, ଅପର କୋଲାବ, ସୁବର୍ଣ୍ଣ ରେଖା ନଦୀବନ୍ଧ ଯୋଜନା କଂଗ୍ରେସ ସମୟରେ ହିଁ ଲୋକଙ୍କ ପାଇଁ ଆରମ୍ଭ କରାଯାଇଥିଲା, ଶିଳ୍ପ (APICAL,OMFED) ଭଳିଆ ସଂତ୍ସା ଗଠିତ ହେଇଥିଲା, ବହୁ କାରଖାନା ବିଜେଡ଼ି ସରକାର ବନ୍ଦ କରିଦେଲା। ବିଜେଡ଼ି,ବିଜେପି ର ପ୍ରତିଶୃତି ଓ ପ୍ରତାରଣା କୃଷି ଏବଂ କୃଷକ ମାନଙ୍କ ସମସ୍ୟା କୁ ନେଇ ବର୍ଷିଲେ ପୂର୍ବତନ ମୂଖ୍ୟ ଶାସନ ସଚିବ ତଥା ଓଡ଼ିଶୀ ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଚେୟାରମେନ ଶ୍ରୀ ବିଜୟ କୁମାର ପଟ୍ଟନାୟକ ବେକାର ଯୁବକ ଯୁବତୀଙ୍କ ସମସ୍ୟା କୁ ନେଇ, ବିପର୍ଯ୍ୟୟ ସ୍ବାସ୍ଥ୍ୟ ବ୍ୟବସ୍ଥା,ବସ୍ତି ବାସିନ୍ଦା ଓଗରିବ ବାସହୀନ ପରିବାରକୁ ଠକିବା, ବିଜେପି ର ପ୍ରତିଶ୍ରୁତି ଓ ପ୍ରତାରଣା ଉପରେ ବର୍ଷିଛନ୍ତି ବିଜୟ କୁମାର ପଟ୍ଟନାୟକ।
ଆଜି ର ଏହି କାର୍ଯ୍ୟକ୍ରମ ପୂର୍ବରୁ ଗୋଷାଣୀ ବ୍ଲକର କତଲକୋଇଠା ପଞ୍ଚାୟତ ର ଶତାଧିକ କର୍ମି ବିଜେପି ବିଜେଡ଼ି ଛାଡି କଂଗ୍ରେସ ରେ ଯୋଗ ଦେଇଥିଲେ। ଓ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମହୋନା ବିଧାୟକ ଦାସରଥି ଗମାଙ୍ଗ, ଅଭିମନ୍ୟୁ ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ବିଭୁତି ଭୂଷଣ ପାତ୍ର, ଈଶ୍ୱର ମାଝି, ରାଜାପାତ୍ର, ଗୁମ୍ମା ବ୍ଲକର ସଭାପତି ଲଳିତ ମୋହନ ଦଣ୍ଡସେନା। ରେଣୁକା ପାତ୍ର, କୃଷ୍ଣ ଚନ୍ଦ୍ର ପାତ୍ର ଅମର ପାତ୍ର, ସଞ୍ଜୟ ଅଧିକାରୀ, ଆଶୋକ କୁମାର ଅଧିକାରୀ, ଲୋକି ପାତ୍ର ପ୍ରମୁଖ ଶତାଧିକ ନେତା କର୍ମୀମାନେ ଛାତ୍ର କଂଗ୍ରେସ ଯୁବ କଂଗ୍ରେସ ଙ୍କ ଉପସ୍ଥିତ ରେ ଆଜିର କାର୍ଯ୍ୟକ୍ରମରେ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଗଜପତି ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ସୂଚାରୁରୂପେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା
ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟ ସେପ୍ଟେମ୍ବର ମାସ୨୫,ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୧୫ତାରିଖ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ଉତ୍ସାହ ସହିତ ସମସ୍ତ ନେତା କର୍ମୀମାନେ ଏକତ୍ରିତ ହୋଇ ସମସ୍ତ ଜନସାଧାରଣଙ୍କୁ ଙ୍କୁ ଭେଟିବେ ଘର କୁ ଘର ବୁଲି ଘରେ ଘରେ କଂଗ୍ରେସ ଘରେ ଘରେ ହାତ ନାରା ଦେଇ କଂଗ୍ରେସ ସରକାର ସମୟରେ କରିଥିବା ଲୋକଙ୍କ ପାଇଁ କାର୍ଯ୍ୟକୁ ବର୍ତମାନ ର ବିଜେପି ବିଜେଡ଼ି ସରକାର ଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚେଇବାର ପ୍ରୟାସ ଜାରି ରହିଛି। କଂଗ୍ରେସ ସରକାର ଦେଶ ସ୍ବାଧୀନ ହେବା ବା ଠାରୁ ଆରମ୍ଭ ହୋଇଥିବା ଦେଶରେ ଯାହା କିଛି ହୋଇଛି ତାହା କଂଗ୍ରେସ ସରକାର ସମୟରେ ହୋଇଥିବା ଦେଖିବାକୁ ମିଳିଛି। ସରକାର ଟଙ୍କା ଖିଆ ଚାଉଳରୁ ଆରମ୍ଭ କରିଥିଲେ, ଯାହା କି ତାକୁ କଂଗ୍ରେସ ସରକାର ତତ୍କାଳୀନ ଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂହ,ସୋନିଆ ଗାନ୍ଧିଙ୍କ ସମୟରେ ଏହା ଆରମ୍ଭ ହୋଇଥିଲା ଏହା କୌଣସି ଜୋଯନା ନାହିଁ ଏହା ହେଉଛି ଏକ ଏକ୍ଟ, ଖାଦ୍ୟ ସୂରକ୍ଷା ଏକ୍ଟ ପାସ ହେଇଥିବା ବେଳେ ସେହିପରି ଜଳସେଚନ ବ୍ୟବସ୍ଥାରେ ପ୍ରଗତି କଂଗ୍ରେସ ସମୟରେ ହୀରାକୁଦ, ଇନ୍ଦ୍ରାବତୀ, ଅପର କୋଲାବ, ସୁବର୍ଣ୍ଣ ରେଖା ନଦୀବନ୍ଧ ଯୋଜନା କଂଗ୍ରେସ ସମୟରେ ହିଁ ଲୋକଙ୍କ ପାଇଁ ଆରମ୍ଭ କରାଯାଇଥିଲା, ଶିଳ୍ପ (APICAL,OMFED) ଭଳିଆ ସଂତ୍ସା ଗଠିତ ହେଇଥିଲା, ବହୁ କାରଖାନା ବିଜେଡ଼ି ସରକାର ବନ୍ଦ କରିଦେଲା। ବିଜେଡ଼ି,ବିଜେପି ର ପ୍ରତିଶୃତି ଓ ପ୍ରତାରଣା କୃଷି ଏବଂ କୃଷକ ମାନଙ୍କ ସମସ୍ୟା କୁ ନେଇ ବର୍ଷିଲେ ପୂର୍ବତନ ମୂଖ୍ୟ ଶାସନ ସଚିବ ତଥା ଓଡ଼ିଶୀ ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଚେୟାରମେନ ଶ୍ରୀ ବିଜୟ କୁମାର ପଟ୍ଟନାୟକ ବେକାର ଯୁବକ ଯୁବତୀଙ୍କ ସମସ୍ୟା କୁ ନେଇ, ବିପର୍ଯ୍ୟୟ ସ୍ବାସ୍ଥ୍ୟ ବ୍ୟବସ୍ଥା,ବସ୍ତି ବାସିନ୍ଦା ଓଗରିବ ବାସହୀନ ପରିବାରକୁ ଠକିବା, ବିଜେପି ର ପ୍ରତିଶ୍ରୁତି ଓ ପ୍ରତାରଣା ଉପରେ ବର୍ଷିଛନ୍ତି ବିଜୟ କୁମାର ପଟ୍ଟନାୟକ।ଆଜିର ଏହି କାର୍ଯ୍ୟକ୍ରମ ପୂର୍ବରୁ ଗୋଷାଣୀ ବ୍ଲକର କତଲକୋଇଠା ପଞ୍ଚାୟତ ର ଶତାଧିକ କର୍ମି ବିଜେପି ବିଜେଡ଼ି ଛାଡି କଂଗ୍ରେସ ରେ ଯୋଗ ଦେଇଥିଲେ। ଓ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମହୋନା ବିଧାୟକ ଦାସରଥି ଗମାଙ୍ଗ, ଅଭିମନ୍ୟୁ ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ବିଭୁତି ଭୂଷଣ ପାତ୍ର, ଈଶ୍ୱର ମାଝି, ରାଜାପାତ୍ର, ଗୁମ୍ମା ବ୍ଲକର ସଭାପତି ଲଳିତ ମୋହନ ଦଣ୍ଡସେନା। ରେଣୁକା ପାତ୍ର, କୃଷ୍ଣ ଚନ୍ଦ୍ର ପାତ୍ର ଅମର ପାତ୍ର, ସଞ୍ଜୟ ଅଧିକାରୀ, ଆଶୋକ କୁମାର ଅଧିକାରୀ, ଲୋକି ପାତ୍ର ପ୍ରମୁଖ ଶତାଧିକ ନେତା କର୍ମୀମାନେ ଛାତ୍ର କଂଗ୍ରେସ ଯୁବ କଂଗ୍ରେସ ଙ୍କ ଉପସ୍ଥିତ ରେ ଆଜିର କାର୍ଯ୍ୟକ୍ରମରେ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଗଜପତି ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ସୂଚାରୁରୂପେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଟିମ ଦ୍ୱାରା ବାଲ୍ୟ ବିବାହ ହେବାକୁ ଯାଉଥିବା ଯୁବତୀ ଉଦ୍ଧାର ପାରଳାଖେମୁଣ୍ଡି:୨୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ, ଗଜପତି ଜିଲ୍ଲା ଗୋଶାଣି ବ୍ଲକର ଗାରବନ୍ଧ ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ଯାଉଅଛି, ଏହି ଖବର ପାଇବା ପରେ ତତକ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ, ଏବଂ ଏହାପରେ ସଙ୍ଗେ ସଙ୍ଗେ ଏକ ଦଳ ଗଠନ କରାଯାଇଥିଲା, ଯେଉଁଥିରେ ଗୋଶାଣି ବ୍ଲକ ର ଆସିଡିଏସର ସୁପରଭାଜର, ଡିସିପିୟୁ ର ପରାମର୍ଶଦାତା ,ଚାଇଲ୍ଡ ହେଲ୍ପ ଲାଇନର ସୁପରଭାଇଜର, ସଖୀ କେନ୍ଦ୍ରର ସଦସ୍ୟା, ଆଭା NGOର ସଦସ୍ୟା , ଗାରାବନ୍ଧ ଥାନାର IIC ମିଳିତ ଭାବରେ ଉକ୍ତ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଇଥିଲେ ଏବଂ ଝିଅଟିର ବୟସ ୧୫ ବର୍ଷ ୫ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ ଏବଂ ଶିଶୁ କଲ୍ୟାଣ ସମିତିର ଆଦେଶକ୍ରମେ ଶିଶୁଟିକୁ ଅଧିକ ପରାମର୍ଶସେବା ଯୋଗାଇ ଦେବା ନିମନ୍ତେ ସକ୍ଷୀ one stop centre କୁ ପଠାଯାଇଥିଲା । ଶିଶୁଟିର ଉଜ୍ଜଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ଶିଶୁର ବିବାହ କରିବେ ନାହିଁ ବୋଲି ଲିଖିତ ଭାବେ ଦରଖାସ୍ତ ଦେଇଥିଲେ । ପୁଣି ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧକାରିଣୀ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣାପଢ଼ିଛି.।