Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ସୁଶୀଲ କୁମାର ବାଗ

ସ୍ଥାନୀୟ ପ୍ରତିନିଧି (ଲାଞ୍ଜିଗଡ) କଳାହାଣ୍ଡି

ନିଘୋଡ଼ ନିଦରେ ଶୋଇଛି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ : ନର୍ଲା-କଦମ୍ବଗୁଡା ରାସ୍ତା ନିର୍ମାଣରେ ଅନିୟମିତତା, କାଳ ପାଲଟିଛି ଡାଇଭର୍ସନ ରାସ୍ତା

କଳାହାଣ୍ଡି,୨୦/୦୭-ଦୀର୍ଘ ଦିନର ଦାବି ପରେ ନିର୍ମାଣ ହେଉଛି କଳାହାଣ୍ଡି ଜିଲ୍ଲା ନର୍ଲାରୁ ଲାଞ୍ଜିଗଡ ବ୍ଲକକୁ ଯୋଡୁଥିବା ନର୍ଲା-କଦମ୍ବଗୁଡା ରାସ୍ତା ।...

ବାଇକରୁ ପଡ଼ି ମିଶନ ଶକ୍ତି ସିଆର୍‌ପି ଆହତ

କଳାହାଣ୍ଡି,୨୦/୦୭-ଅଫିସ କାମରେ ବିଶ୍ୱନାଥପୁର ଆସି ନିଜ ଘର ଲାଞ୍ଜିଗଡ଼ ଫେରୁଥିବାବେଳେ ବାଇକ୍‌ରୁ ଖସି ପଡ଼ି ଆହତ ହୋଇଛନ୍ତି ଲାଞ୍ଜିଗଡ଼ ପଂଚାୟତ...

ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

କଳାହାଣ୍ଡି, ୧୨/୦୭-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଆଜି ଲାଞ୍ଜିଗଡ...

ବୈଷୟିକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ : ଜୁଲାଇ ୨୦ ପର୍ଯ୍ୟନ୍ତ ଆବେଦନ ଓ ୨୬ରୁ ନାମଲେଖା -ଆଦିମ ଜନଜାତି ଓ ସମସ୍ତ ବର୍ଗର ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ

କଳାହାଣ୍ଡି,୧୧/୦୭-ଆଦିବାସୀ ଓ ଆଦିମ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଶିକ୍ଷାର ସ୍ବପ୍ନକୁ ସାକାର କରିବା...

ବୈଷୟିକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ : ଜୁଲାଇ ୨୦ ପର୍ଯ୍ୟନ୍ତ ଆବେଦନ ଓ ୨୬ରୁ ନାମଲେଖା, ଆଦିମ ଜନଜାତିର ଛାତ୍ରଛାତ୍ରୀ ଓ ସମସ୍ତ ବର୍ଗର ଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ

କଳାହାଣ୍ଡି ,୧୧/୦୭-ଆଦିବାସୀ ଓ ଆଦିମ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଶିକ୍ଷାର ସ୍ବପ୍ନକୁ ସାକାର...

ନିର୍ମାଣ ନସରୁଣୁ ଦବିଯାଉଛି ରାସ୍ତା : ପୋଖରୀବନ୍ଧ-ଲାଞ୍ଜିଗଡ ରାସ୍ତା ନିମ୍ନମାନର ଅଭିଯୋଗ

କଳାହାଣ୍ଡି, ୧୧/୦୭-କଳାହାଣ୍ଡି ଜିଲ୍ଲାର ଜଣେ ନାମଜାଦା ଠିକାଦାରଙ୍କ ଦ୍ୱାରା ଅତ୍ୟନ୍ତ ନିମ୍ନମାନର କାମକୁ ନେଇ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି...

ଲାଞ୍ଜିଗଡଠାରେ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ

କଳାହାଣ୍ଡି,୦୯/୦୭-ଲାଞ୍ଜିଗଡ ବଜାରପଡ଼ିଆଠାରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରା ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ...

ବିଶ୍ୱନାଥପୁରଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

କଳାହାଣ୍ଡି, ୦୯/୦୭-ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଜନ...

ଅଜଣା ଗାଡି ଧକ୍କାରେ ପୂର୍ବତନ ସମିତିସଭ୍ୟଙ୍କ ମୃତ୍ୟୁ, ଅଞ୍ଚଳ ବ୍ୟାପି ଶୋକର ଛାୟା

କଳାହାଣ୍ଡି,୦୪/୦୭-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଦିନ ପ୍ରତିଦିନ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ...

ବାଜା, ବାଣ, ରୋଷଣୀ ସହିତ ଦୁଲୁକିଲା ଗାଁ ଦାଣ୍ଡ : ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି,୦୩/୦୭-ବାଜା, ବାଣ ଓ ରୋଷଣୀରେ ଦୁଲୁକି ଉଠୁଥିଲା ସାରା ଗାଁ ଦାଣ୍ଡ । ଯେ କେହି ଦେଖିଲେ ଲାଗୁଥିଲା, ବରଯାତ୍ରୀ...

ବିଜେଡି ଛାଡିଲେ ଛାତ୍ରନେତା ଦେବାଶିଷ ରଞ୍ଜନ ବିଶି

କଳାହାଣ୍ଡି, ୨୭/୦୬-ଦୀର୍ଘ ବର୍ଷ ଧରି ବିଜେଡି ଛାତ୍ରନେତା ଭାବେ ବିଭିନ୍ନ ପଦପଦବୀ ସହିତ ବିଜୁ ଛାତ୍ର ଜନତା ଦଳର ବଲାଙ୍ଗୀର...

ଲୋକଙ୍କ ଦୁଆର ମୁହଁରେ ପହଞ୍ଚିବ ପ୍ରଶାସନ, ଲୋକଙ୍କୁ ମିଳିବ ସରକାରୀ ସୁବିଧା : ଲାଞ୍ଜିଗଡ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି,୨୬/୦୬-ସରକାରଙ୍କ ଦ୍ୱାରା ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏସବୁର ସୁଫଳ ପାଇବାକୁ ନେଇ ବିଭିନ୍ନ ଅଧିକାରୀ, କର୍ମଚାରୀଙ୍କ ସମେତ...