Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Kandhamal Odisha

ବାଲିଗୁଡାରେ ନୂତନ ପ୍ରକଳ୍ପ ପ୍ରଶାସକ ଭାବେ କୃପାସିନ୍ଧୁ ବେହେରା ଙ୍କ ଯୋଗଦାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସମନ୍ବିତ ଅଦିବାସୀ ଉନ୍ନୟନ ସଂସ୍ଥାର (ଆଇଟିଡିଏ) ନୂତନ ପ୍ରକଳ୍ପ ପ୍ରଶାସକ ଭାବେ...

କନ୍ଧମାଳରେ ମାଣ୍ଡିଆ ଚାଷର ପ୍ରଚାର ପ୍ରସାର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମିଲେଟ୍ସ ମିଶନ,...

ନଦୀରେ ଭାସିଗଲେ ଦୁଇ ନାବାଳିକା, ଜଣେ ଉଦ୍ଧାର, ଜଣେ ନିଖୋଜ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ଜୁଡ଼ାବାଲି ଠାରେ ଶନିବାର ଏକ ଅଘଟଣ...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ କଳିଙ୍ଗ ବୈଶ୍ୟ ସଂଘ ପରିସରରେ କନ୍ଧମାଳ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ...

ଦାରିଙ୍ଗବାଡି ବ୍ଲକରେ ବିଦ୍ୟାଳୟ ଗୁଡିକର ରୂପାନ୍ତରଣ କାର୍ଯ୍ୟ : ଭିଡିଓ କନ୍‌ଫରେନ୍ସରେ ୫-ଟି ସଚିବଙ୍କ ସହ ଆଲୋଚନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଚତୁର୍ଥ ପର୍ଯ୍ୟାୟରେ ସରକାରୀ ଉଚ୍ଚ...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ପାଉଣା ଦୁଇ ବର୍ଷ ହେଲା ମିଳିନାହିଁ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ କରୋନା କାଳରେ ଦୀର୍ଘ...

ନୂତନ କୋଠା ନିର୍ମାଣ ପାଇଁ କନ୍ଧମାଳ ଜିଲାପାଳଙ୍କ ନିର୍ଦେଶ: ଅଘଟଣ ପରେ ପ୍ରଶାସନର ତୁରନ୍ତ କାର୍ଯ୍ୟାନୁଷ୍ଠାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲିଗୁଡା ବ୍ଳକ ଅନ୍ତଗତ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡା ପ୍ରାଥମିକ...

ଏସିଡିସି ବୈଠକରେ ବୁକ୍ ସର୍କୁଲାର୍-୪୭କୁ ଗୁରୁତ୍ୱାରୋପ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ସଭାପତିତ୍ୱରେ କନ୍ଧମାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏସିଡିସି...

ଲଗାଣ ବର୍ଷାରେ ଭାସିଗଲା କଲଭର୍ଟ: ୧୦ ଗାଁ କୁ ଯୋଗାଯୋଗ ବିଚ୍ଛିନ୍ନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବୁଧବାର ଦିନ ଅପରାହ୍ନ ଠାରୁ ଲଗାଣ ବର୍ଷା ଆରମ୍ଭ ହୋଇଥିବା ବେଳେ ଛାଡିବାର...

କସବସା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରକୋଠା ଭୁଶୁଡିଲା : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ,ଓ ଶିକ୍ଷକ ଶିକ୍ଷୟତ୍ରୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ କସବସା ଗ୍ରାମର...

ତିନିଦଫା ଦାବୀ ପୂରଣ ପାଇଁ ବାଲିଗୁଡା ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା ଅଷ୍ଟମ ଦିନରେ : ପାଠପଢା ଠପ୍ :

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ନାଲି ଆଖି ସତ୍ୱେ ରାଜ୍ୟ ଶିକ୍ଷକ ସଙ୍ଘ ଆହ୍ବାନକ୍ରମେ କନ୍ଧମାଳ ଜିଲ୍ଲାରେ ଲଗାଣ...

ଚାଉଳ ପାଇଁ ପଞ୍ଚାୟତ ଘେରିଲେ ଶତାଧିକ ମହିଳା

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) : ବକେୟା ଚାଉଳ ମିଳିନଥିବା ନେଇ ତାତିଲେ ମହିଳା । ଏମିତି କି ରାଜରାସ୍ତା କୁ...