News from Kandhamal Odisha
News from Kandhamal Odisha

ଶ୍ରମିକ ଯଶୋବନ୍ତ ନିଖୋଜ: ଅଗ୍ନିଶମ ବିଭାଗ ଓ ପୋଲିସ ର ଅନୁଧ୍ୟାନ ଜାରୀ
ବାଲିଗୁଡା, ତା, ୨୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡି...

ଶ୍ରାବଣ ଦ୍ୱିତୀୟ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠ ରେ କାଉଡ଼ିଆଙ୍କ ଭିଡ଼
ବାଲିଗୁଡା, ତା, ୨୧/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହି ଅବସରରେ ସକାଳୁ ସକାଳୁ...

ବିଏସ୍ଏନ୍ଏଲ ସେବା ଠପ : ଅନଲାଇନ ସେବାରୁ ଉପଭୋକ୍ତା ବଞ୍ଚିତ: ଯୋଗାଯୋଗ ବିଚ୍ଛିନ୍ନ
ବାଲିଗୁଡା, ତା, ୨୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଠାରେ ଗତ...

ଜଙ୍ଗଲ ସୃଷ୍ଟି କରିବା ଓ ଉଜୁଡିଯାଇଥିବା ଜଙ୍ଗଲକୁ ସବୁଜିମା ରେ ପରିବର୍ତ୍ତନ କରିବାକୁ ଜନଜାତି ସମ୍ପ୍ରଦାୟର ମହିଳା ମାନେ ଅଣ୍ଟା ଭିଡ଼ିଲେ
ବାଲିଗୁଡା, ତା, ୨୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହାର ପ୍ରଭାବ...

ଯୌନ ଉତ୍ପୀଡନ ପୋଷ୍ କାନୁନ୍ ଓ ୟୁଜିସି ନିୟମ କର୍ମଶାଳା
ବାଲିଗୁଡା, ତା, ୨୧/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଆଇସିସି ଆନୁକୂଲ୍ୟରେ ଯୌନ...

ବଜ୍ରପାତ ଘଟି ୫ ଛେଳିର ଜୀବନ ଗଲା
ବାଲିଗୁଡା, ତା, ୧୯/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ଦୁଇଦିନ ହେଲା...

ଛାତ୍ରୀଛାତ୍ର ଅସୁସ୍ଥ ଘଟଣା ଟିକା ଯୋଗୁଁ ନୁହେଁ: ଭୁତାଣୁ ଜନିତ ଜ୍ୱର ହୋଇଛି
ବାଲିଗୁଡା, ତା, ୧୯/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ...

ଫ୍ରେଣ୍ଡସ ଗ୍ରୁପ ର ଗଣେଷ ପୂଜା ପ୍ରସ୍ତୁତି ବୈଠକ
ବାଲିଗୁଡା, ତା, ୧୯/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଫ୍ରେଣ୍ଡସ ଗ୍ରୁପ ର ନବମ ବାର୍ଷିକ ଗଣେଷ...

ବାଲିଗୁଡାରେ ବନ୍ଦର ପ୍ରଭାବ : ଜାତୀୟ ରାଜପଥ ଅବରୋଧ, ଯାନବାହାନ ଠପ : ଦୋକାନ ବଜାର ବନ୍ଦ
ବାଲିଗୁଡା, ତା, ତା, ୧୭/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲେଶ୍ବର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି...

ନଦୀର ଡାଇଭର୍ଶନ ଧୋଇଯିବା ଘଟଣା: ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ
ବାଲିଗୁଡା, ତା,୧୫/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି...

ତାମିଲନାଡୁରେ ଦାଦନ ଖଟୁଥିବା ଶ୍ରମିକଙ୍କ ମୃତ୍ୟୁ: ନିଜ ଗାଁ କୁ ଶବ ଆସିବା ଚିନ୍ତା ରେ ପରିବାର ଲୋକେ
ବାଲିଗୁଡା, ତା, ୧୫/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ...

ଲଷ୍ମୀ ବସର ଷ୍ଟପେଜ ପରିବର୍ତ୍ତନ କରିବା ପାଇଁ ଦାବୀ
କନ୍ଧମାଳ, ତା, ୧୫/୭ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଏରମାଣ୍ଡୁ ପଞ୍ଚାୟତର ବାରାହାଲା ଗ୍ରାମ...