National & International News in Odia
Peshawar School Roof Collapse: ସ୍କୁଲ ଛାତ ଭୁଶୁଡ଼ି ୨୯ ମୃତ, ମୃତକଙ୍କ ମଧ୍ୟରେ ୨୮ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ
ନୂଆଦିଲ୍ଲୀ: ପାକିସ୍ତାନର ପେଶାୱାରର ଦୀର କଲୋନୀ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ବଡ଼ ଅଘଟଣ...
Surat Fake Medicine Case: ପଶୁଙ୍କ ଲିଭର ଟନିକ୍କୁ ଶିଶୁଙ୍କ ଔଷଧ କହି ବିକ୍ରି ଅଭିଯୋଗ, ମେଡିକାଲ ଷ୍ଟୋର ମାଲିକ ଗିରଫ
ଗୁଜରାଟ: ଗୁଜରାଟର ସୁରଟରେ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଲିଭର ଟନିକ୍କୁ ଶିଶୁଙ୍କ ଔଷଧ ଭାବେ ପ୍ୟାକ୍ କରି ବିକ୍ରି କରିବା...
IPL Player Trade: ସନରାଇଜର୍ସ ହାଇଦ୍ରାବାଦକୁ ଫେରିଲେ ଟି. ନଟରାଜନ, ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେଲେ ଜିଶାନ ଅନସାରୀ
ନୂଆଦିଲ୍ଲୀ: ଆଇପିଏଲ୍ର ଦୁଇଟି ଫ୍ରାଞ୍ଚାଇଜ୍ ମଧ୍ୟରେ ଖେଳାଳି ଅଦଳବଦଳ ହୋଇଥିବା ନେଇ ବୁଧବାର ଘୋଷଣା ହୋଇଛି | ଘୋଷଣା ଅନୁସାରେ,...
DMCH Viral Video: ହସ୍ପିଟାଲ ପରିସରରେ ମଦ୍ୟପାନ ଅଭିଯୋଗ, ୩ ମହିଳା ସଫେଇ କର୍ମଚାରୀଙ୍କୁ ନେଇ ତଦନ୍ତ ଆରମ୍ଭ
ବିହାର: ବିହାରର ଦରଭଙ୍ଗାସ୍ଥିତ ଦରଭଙ୍ଗା ମେଡିକାଲ କଲେଜ ଓ ହସ୍ପିଟାଲ (DMCH)ର ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ...
CNAP Caller Name Display: ଆସନ୍ତା ନଭେମ୍ବର ୧ରୁ ଫୋନ୍ରେ ଦେଖାଯିବ ଅଜଣା କଲରଙ୍କ ଅସଲି ନାମ, ସ୍ପାମ୍ କଲ୍ ଚିହ୍ନିବା ହେବ ଆହୁରି ସହଜ
ନୂଆଦିଲ୍ଲୀ: ଅଜଣା ନମ୍ବରରୁ ଆସୁଥିବା କଲ୍ ଏବଂ ସ୍ପାମ୍ କଲ୍କୁ ଚିହ୍ନିବା ପାଇଁ କେନ୍ଦ୍ର ସରକାର Calling Name Presentation...
Delhi Firing Case: ୫ କୋଟି ଟଙ୍କା ଦାଦାବଟି ମାମଲାରେ ୬ ଗିରଫ, ଗ୍ୟାଙ୍ଗଷ୍ଟର କପିଲ ସାଙ୍ଗୱାନଙ୍କ ଲିଙ୍କ୍ ଯାଞ୍ଚ
ନୂଆଦିଲ୍ଲୀ: ଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ଏକ ମେଡିକାଲ ଷ୍ଟୋର୍ ଉପରେ ଗୁଳିମାଡ଼ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ୬ ଜଣଙ୍କୁ ଗିରଫ...
World Most Polluted Cities: ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ସିଙ୍ଗାପୁର, ତାଲିକାରେ ମୁମ୍ବାଇ ମଧ୍ୟ ସାମିଲ
ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ବାୟୁ ଗୁଣବତ୍ତା ମନିଟର IQAirର ତଥ୍ୟ ଅନୁସାରେ, ବିଶ୍ୱର ସବୁଠୁ ପ୍ରଦୂଷିତ ସହର ତାଲିକାରେ ସିଙ୍ଗାପୁର ପ୍ରଥମ...
Dhruv Rathee Defamation Case: ୮ ବର୍ଷ ପୁରୁଣା ମାମଲାରେ ଧ୍ରୁବ ରାଠୀଙ୍କୁ ପୁଣି ସମନ୍, ଅକ୍ଟୋବର ୧୭ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ୨୦୧୮ର ଏକ ଭିଡିଓ ସମ୍ପର୍କିତ ମାନହାନି ମାମଲାରେ ପୁଣି ସମନ୍...
Supreme Court Notice to Election Commission: ବିରୋଧୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: SIR ପ୍ରକ୍ରିୟା ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ବିରୋଧୀ ଦଳ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ...
Netflix Layoffs 2026: ପ୍ରାୟ ୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ନେଟଫ୍ଲିକ୍ସ! ୨୦୨୨ ପରଠାରୁ ସବୁଠାରୁ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଷ୍ଟ୍ରିମିଂ କମ୍ପାନୀ ନେଟଫ୍ଲିକ୍ସ ପ୍ରାୟ ୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଥିବା ଖବର ସାମ୍ନାକୁ...
Hormuz Strait Ship Sinking: ସମୁଦ୍ରରେ ଭାସୁଛି iPhone ସମେତ ଦାମୀ ସାମଗ୍ରୀ, ୨,୫୦୦ରୁ ଅଧିକ କଣ୍ଟେନର ଥିବା ଜାହାଜ ବୁଡ଼ିଲା
ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀ ନିକଟରେ ୨,୫୦୦ରୁ ଅଧିକ କଣ୍ଟେନର ବୋଝେଇ ଏକ ବଡ଼ ମାଲବାହୀ ଜାହାଜ ବୁଡ଼ିଯାଇଥିବା ଖବର ସାମ୍ନାକୁ...
Supreme Court Reservation Verdict: ଧର୍ମ ପରିବର୍ତ୍ତନ କଲେ ହରାଇବେ SC ମାନ୍ୟତା, ଆରକ୍ଷଣ ଓ ଆଇନଗତ ସୁରକ୍ଷା ଉପରେ ବଡ଼ ରାୟ!
ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ ପରେ ଅନୁସୂଚିତ ଜାତି (SC) ମାନ୍ୟତା ଓ ଏହା ଆଧାରରେ ମିଳୁଥିବା ସୁବିଧାକୁ ନେଇ ସୁପ୍ରିମକୋର୍ଟ...
