କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ପରଲୋକ
କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ପରଲୋକ। ୫୪ ବର୍ଷ ବୟସରେ ଅଭିଜିତ ମଜୁମଦାରଙ୍କ ଦେହାନ୍ତ। ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମସରେ ହୋଇଥିଲେ ଭର୍ତ୍ତି। ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଅଭିଜିତ। ଅନେକ ହିଟ୍ ଦେଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର।