Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିଟ୍ ୱେଭ ସ୍ଥିତି ପାଇଁ ଆସନ୍ତା ୨୪ ଘଂଟାରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଳାକୁ ଅରେଞ୍ଜ ୱାର୍ନିଂ

୨୭ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ଗ୍ରୀଷ୍ମ ପ୍ରକୋପ। ତା ପୂର୍ବରୁ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। । ଗୁରୁବାର ୪୫ ଡିଗ୍ରୀ ଉପରେ ଝାରସୁଗୁଡ଼ା ରହିଥିବାବେଳେ ୪୪ ଡିଗ୍ରୀ ପାର୍ କରିଥିଲା ୬ ସହର ।

ଆଗକୁ ତାପମାତ୍ରା ଆହୁରି ୨ ଡିଗ୍ରୀ ବଢ଼ିପାରେ। ଠିକ୍ ଏହି ସମୟରେ ବଡ଼ ଆଶ୍ୱସ୍ତ ଦେଇଛି ଭାରତୀୟ ପାଣିପାଗ ବିଭାଗର ଆକଳନ। ​​​​​​​ସେପଟେ ହିଟ୍ ୱେଭ ସ୍ଥିତି ପାଇଁ ଆସନ୍ତା ୨୪ ଘଂଟାରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଳାକୁ ଅରେଞ୍ଜ ୱାର୍ନିଂ ଜାରୀ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ କାଳବୈଶାଖୀ ପ୍ରଭାଵ ମଧ୍ଯ ଥିବା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର ଓ କଟକିକୁ ୟେଲୋ ୱାର୍ଣି ଜା କରିଛି ଵିଭାଗ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ