Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ବାଲିଗୁଡା, ତା, ୨୭/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ତରଫରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ ହୋଇଯାଇଛି l ଏଥିରେ ସଂଘ ର କାଳିନ୍ଦୀ ଚରଣ ପଣ୍ଡା ଓ ଅନନ୍ତ କୁମାର ଦାସ ଙ୍କ ସମେତ ଜିଲ୍ଲା ପ୍ରଚାରକ,ସହ ବିଭାଗ ପ୍ରଚାରକ, ଖଣ୍ଡ ବ୍ୟବସ୍ଥା ପ୍ରମୁଖ, ଖଣ୍ଡ ବୌଦ୍ଧିକ ପ୍ରମୁଖ ଓ ଖଣ୍ଡ କାର୍ଯ୍ୟ କର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶିବାଜୀଙ୍କ ରାଜ୍ୟାଭିଷେକର ବାର୍ଷିକୀକୁ ଆର ଏସ ଏସ ‘ହିନ୍ଦୁ ସାମ୍ରାଜ୍ୟ ଦିବସ’ ଭାବରେ ପାଳନ କରାଯାଏ l ୩୫୦ ବର୍ଷ ପୂର୍ବେ ଛତ୍ରପତି ଶିବାଜୀ ମହାରାଜଙ୍କ ଶବଦାହକୁ ସ୍ମରଣ କରି, ବିଦେଶୀ ଶାସନ ମଧ୍ୟରେ ହିନ୍ଦୁ ଗର୍ବ ଏବଂ ଆତ୍ମ ଶାସନକୁ ପୁନର୍ଜୀବିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ପାଳନ କରିଥିଲେ ବୋଲି ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ